Our Correspondent

ସୁଲତାଙ୍କ ପାଇଁ ବାହାରିଲା ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ପାଇଁ ଆଗକୁ ଆସିଲା ତାଙ୍କ ଦଳ ବିଜେଡି । ଦଳର ବରିଷ୍ଠ ନେତା ତଥା ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଣେ ମହିଳା ସାଂସଦଙ୍କୁ ମାନସିକ...

Read more

ଖବର.. ଯାହାଙ୍କୁ ଯେମିତି ସୁହାଇଲା !

ଭୁବନେଶ୍ୱର: ପଞ୍ଚମ ପାଳି ବିଜେଡି ସରକାର ଗଣମାଧ୍ୟମରେ ବିଜ୍ଞାପନ ବାବଦକୁ ୪୫୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିରେ ଖବରକାଗଜକୁ ୪୩୨ କୋଟି ୯୨ ଲକ୍ଷ ୯ ଶହ ଟଙ୍କା, ଟିଭି ଚାନେଲକୁ ୧୯ କୋଟି ୭୬ ଲକ୍ଷ ୯୮...

Read more

ବୈଜୟନ୍ତଙ୍କୁ ଡକାଏତ କହି ଧୋଇଲେ ସୁଲତା

ଭୁବନେଶ୍ୱର: ବୈଜୟନ୍ତ ପଣ୍ଡା, ଜାଗୀ ମଙ୍ଗତ କୌର.. କ'ଣ ଭାବୁଛନ୍ତି ଆପଣ ନିଜକୁ । ଆପଣଙ୍କ ପୋଷା ଓଟିଭି, ଓଡ଼ିଶା ରିପୋର୍ଟରଙ୍କୁ ଲଗାଇ ମୋତେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି? ମୋର ପୁଣି ପରିଚୟ ସଙ୍କଟ ଥିବା ପ୍ରଚାର କରୁଛନ୍ତି? ଆପଣଙ୍କୁ ଲାଜ...

Read more

୧୫ କୋଟିର ପେଡ୍ ନ୍ୟୁଜ୍ !

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବଠାରୁ ଆରମ୍ଭ କରି ଲକ୍ଷ୍ମୀ ବସ୍, ନବୀନ ଓଡ଼ିଶା, ନୂଆ-ଓ, ବିଏସକେୱାଇ ଆଦି ଯୋଜନାର ପ୍ରଚାର ପାଇଁ ବିଭିନ୍ନ ଖବରକାଗଜକୁ ବିଜେଡି ସରକାର ବିଜ୍ଞାପନରେ ପୋତି ଦେଇଥିଲେ । ଏହିସବୁ ବିଶେଷ କାର୍ଯ୍ୟକ୍ରମ ଉପରେ...

Read more

ବିଜେଡିକୁ ଫେରିଆସିଲେ ବରୀ ବ୍ଲକ୍ ସଭାପତି

ଭୁବନେଶ୍ୱର: ୧୦ ଦିନ ତଳେ ବରୀ ବ୍ଲକ୍ ଅଧ୍ୟକ୍ଷ ଅଶୋକ ଗେଡି ବିଜେଡି ଛାଡ଼ି ବିଜେପିକୁ ପଳାଇଥିଲେ । ତାଙ୍କ ସହ ୧୨ ସମିତି ସଭ୍ୟ ଏବଂ ୭ ବିଜେଡି ସରପଞ୍ଚ ମଧ୍ୟ ବିଜେପିକୁ ଯାଇଥିଲେ । ସେଦିନ ବିଜେପି ରାଜ୍ୟ...

Read more

ସାର୍ କହିଲେ ସାମ୍ବାଦିକଙ୍କ କଥା !

ଭୁବନେଶ୍ୱର: ଅବସର ଜୀବନ ବିତାଉଥିବା ଜଣେ ପୂର୍ବତନ ବରିଷ୍ଠ ପ୍ରଶାସକ(ସାର୍)ଙ୍କ ସହ ଆମର ଏବେ ଦିନେ ଭେଟ ହୋଇଗଲା । ପ୍ରାୟ ୨୦ ବର୍ଷ ତଳେ ତାଙ୍କ ସହ ଚିହ୍ନା ପରିଚୟ ଥିଲା । ଦେଖି ଖୁସି ହୋଇଗଲେ, ଭଲ ମନ୍ଦ...

Read more

ସ୍ୱାସ୍ଥ୍ୟବୀମା ନବୀକରଣ ନେଇ ରାଜ୍ୟପାଳଙ୍କୁ ଭେଟିଲେ ସାମ୍ବାଦିକ ପ୍ରତିନିଧି ଦଳ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଲାଗୁ ହୋଇଥିବା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ତୁରନ୍ତ କରିବା ପାଇଁ ମହାମହିମ ରାଜ୍ୟପାଳ ରଘୁବର ଦାସ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେବା ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦାୟିତ୍ୱରେ...

Read more
Page 230 of 1023 1 … 229 230 231 … 1,023