Our Correspondent

୨୬ରେ ମାଟ୍ରିକ୍ , ପ୍ଲସ୍ ଟୁ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ପୃଥକ୍ ଭାବେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ । ସେଦିନ ଯୁକ୍ତ ଦୁଇ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ଏକାସାଙ୍ଗରେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ...

Read more

ଜଗତସିଂହପୁର ଲୋକସଭା କ୍ଷେତ୍ରରେ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ନିମାପଡ଼ା, କାକଟପୁର, ନିଆଳି, ବଲିକୁଦା-ଏରସମା, ପାରାଦୀପ, ତିର୍ତ୍ତୋଲ ଓ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ...

Read more

ମୁଖ୍ୟମନ୍ତ୍ରୀଙ୍କୁ ତାତ୍ସଲ୍ୟ; ବିଜେଡିର ପାଲଟା ଜବାବ

ଭୁବନେଶ୍ୱର: ଏଥର ଓଡ଼ିଶାରେ ବିଜେପିର ମୁଖ୍ୟ ନିର୍ବାଚନୀ ମୁଦ୍ଦା ହୋଇଛି ଓଡ଼ିଆ ଅସ୍ମିତା । କେନ୍ଦ୍ରୀୟ ବିଜେପି ନେତାଙ୍କ ଟାର୍ଗେଟରେ ରହିଛନ୍ତି ବିଜେଡିର ପୋଷ୍ଟର୍ ବୟ କାର୍ତ୍ତିକ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଶ୍ୱସ୍ତ ପାଣ୍ଡିଆନଙ୍କୁ ତାମିଲ ବାବୁ କହି...

Read more

ସାଂସଦ ଅପରାଜିତାଙ୍କ ମୁଖା ଖୋଲିଲେ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମୁଖା ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଓ ଲିଙ୍ଗରାଜ ମନ୍ଦିର କାମ ବନ୍ଦ କରିବାକୁ ସେ ଚେଷ୍ଟା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱର ସାଂସଦ ଲୋକଙ୍କୁ ଭୂଆଁ...

Read more

ପ୍ରାୟଶ୍ଚିତ ନା ଭୋଟ ପାଇଁ ବିଜ୍ଞାପନ?

ଭୁବନେଶ୍ୱର: ଆଜି ପ୍ରମୁଖ ଓଡ଼ିଆ ଖବରକାଗଜଗୁଡ଼ିକର ପ୍ରଥମ ପୃଷ୍ଠାକୁ କିଣି ନେଇଛନ୍ତି ଡ. ସମ୍ବିତ ପାତ୍ର । ତାଙ୍କର ଏହି ବିଜ୍ଞାପନ ବାହାରିଛି । ମହାପ୍ରଭୁ ଜଗନ୍ନାଥଙ୍କୁ ମୋଦୀଭକ୍ତ କହିଥିବାରୁ ସେ ଏଥିରେ କ୍ଷମାପ୍ରାର୍ଥନା କରିଛନ୍ତି । ଅତ୍ୟଧିକ ଶୀଘ୍ରତା ଓ...

Read more

ବିରୋଧୀ ଦଳ ଦିନରେ ଲଣ୍ଠନ ଦେଖାଉଛନ୍ତି: ପାଣ୍ଡିଆନ୍

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ଚମ୍ପୁଆ, କରଞ୍ଜିଆ, ପାଟଣା, ତେଲକୋଇ ଓ ଘସିପୁରା ବିଧାନସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।...

Read more

ଅମିତ୍ ଶାହଙ୍କ ରଣହୁଙ୍କାର

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ପ୍ରଚାର ସଭା କରି ବିଜେଡି ବିରୋଧରେ ରଣହୁଙ୍କାର ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ମୁଖ୍ୟ ସହଯୋଗୀ କାର୍ତ୍ତିକ ପାଣ୍ଡିଆନଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି ।...

Read more
Page 258 of 1023 1 … 257 258 259 … 1,023