ଦ୍ୱିତୀୟ ପର୍ଯ୍ୟାୟରେ ୬୯.୩୪% ମତଦାନ
ଭୁବନେଶ୍ୱର: ଗତକାଲି ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୯.୩୪% ମତଦାନ ହୋଇଛି । କାଁ ଭାଁ ଗଣ୍ଡଗୋଳ ଛଡ଼ା ମୋଟାମୋଟି ଶାନ୍ତିପୂର୍ଣ୍ଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ସୂତ୍ରରୁ ଜଣାପଡ଼ିଛି । ଗତକାଲି ଦ୍ୱିତୀୟ ପର୍ଯ୍ୟାୟରେ ୫ଟି...
Read more








