ମୁଖ୍ୟମନ୍ତ୍ରୀଙ୍କ ସମେତ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ଭୁବନେଶ୍ୱର: ଆସନ୍ତାକାଲି ୨୦ ତାରିଖ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ୫ଟି ଲୋକସଭା ଆସନ ଆସ୍କା, ବରଗଡ଼, ବଲାଙ୍ଗୀର, କନ୍ଧମାଳ, ସୁନ୍ଦରଗଡ଼ ଏବଂ ଏହା ଅଧୀନସ୍ଥ ୩୫ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବାଛିବେ ଭୋଟର...
Read more








