Our Correspondent

ସଂଜମତା ହରାଇଲେ ‘ଅହଂକାରୀ’ ଅପରାଜିତା !

ଭୁବନେଶ୍ୱର: ନିଜର ଅଂହକାରୀ ସ୍ୱଭାବ ପାଇଁ ବେଶ୍ ପରିଚିତ ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଭାଷାରେ ସଂଜମତା ହରାଇଛନ୍ତି । ଏହି ପୂର୍ବତନ ପ୍ରଶାସିକା ତଥା ନିଜକୁ 'ଓଡ଼ିଆ ସଂସ୍କାରୀ' ବୋହୂ ଦାବି କରୁଥିବା ମ୍ୟାଡାମ୍ ଆଜି ବିଜେପିର...

Read more

ବିରୋଧୀ ଦଳ ମିଛ କହୁଛନ୍ତି: ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ରାଉରକେଲାରେ ପ୍ରଚାର ଆରମ୍ଭ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ଏବଂ ତାଙ୍କ କଥା ଶୁଣିବା ପାଇଁ ଲୋକଙ୍କ ମନରେ ପ୍ରବଳ...

Read more

ଜୁନ୍ ୪ ରେ ଇଣ୍ଡି ମେଣ୍ଟ ସରକାର: ରାହୁଲ

ଭୁବନେଶ୍ୱର: କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ ଆଜି ଓଡ଼ିଶାରେ ଦଳ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ବଲାଙ୍ଗୀରରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ସେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି । ଜୁନ୍ ୪...

Read more

ବିଶ୍ୱ ରାଙ୍କ୍ ୧୬୮ ସହ କିଟ୍‍ ୧୧ତମ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ର‌୍ୟାଙ୍କିଙ୍ଗ୍‍ ପ୍ରକାଶ ପାଇଛି। ସମ୍ମାନଜନକ ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ର‌୍ୟାଙ୍କିଙ୍ଗ୍‍ ୨୦୨୪ରେ ସମଗ୍ର ବିଶ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ୧୬୮ ତମ ସ୍ଥାନରେ ରହିଥିବା ବେଳେ...

Read more

୨୮ରୁ ୨୪ ଆସନରେ ଜିତିବୁ: ପାଣ୍ଡିଆନ୍

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୨୮ ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ଅତି କମ୍ ରେ ୨୪ ଟି ଆସନରେ ବିଜୟୀ ହେବ । ୪ଟି ଲୋକସଭା ଆସନରେ ମଧ୍ୟ ପୂର୍ବାପେକ୍ଷା ବହୁତ ଭଲ ରେଜଲ୍ଟ କରିବ । ବିଜେଡିର...

Read more

ପ୍ରଥମ ପର୍ଯ୍ୟାୟରେ ୭୩.୯୭% ମତଦାନ

ଭୁବନେଶ୍ୱର: ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଛି । ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ୨୮ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିଲା । ୭୩.୯୭% ମତଦାନ ହୋଇଥିବା...

Read more

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ସସପେନ୍ସ

ଭୁବନେଶ୍ୱର: ଆଜି ବିଜେପିର ବଡ଼ ପ୍ରେସମିଟ୍ ସକାଳ ୯ଟାରେ ଆରମ୍ଭ ହେବାର ଥିଲା । ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆଗୁଆ ସୂଚନା ଦିଆଯାଇଥିଲା । ଓଡ଼ିଶା ବିଜେପିର ୫ ମଙ୍ଗୁଆଳଙ୍କ ପ୍ରେସମିଟ୍ ର ବିଷୟବସ୍ତୁକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା...

Read more
Page 261 of 1023 1 … 260 261 262 … 1,023