Our Correspondent

ରାଜ୍ୟ ବିଜେପିର ୨୧ ଟି ସଂକଳ୍ପ

ଭୁବନେଶ୍ୱର: ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର 'ସଂକଳ୍ପ ପତ୍ର' ଆଜି ଉନ୍ମୋଚିତ ହୋଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାକୁ ଉନ୍ମୋଚନ କରିଛନ୍ତି । ବିକାଶିତ ଓଡ଼ିଶା ପାଇଁ ଏଥିରେ ୨୧ଟି ଗ୍ୟାରେଣ୍ଟି ଦିଆଯାଇଛି । ରାଜ୍ୟରେ ବିଜେପି କ୍ଷମତାକୁ...

Read more

୫ ଆସନରେ କଂଗ୍ରେସ ପ୍ରାର୍ଥୀ ବଦଳିଲେ

ଭୁବନେଶ୍ୱର: ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ଓଡ଼ିଶାର ୫ ଟି ଆସନରେ ପ୍ରାର୍ଥୀ ବଦଳାଇଥିବା ବେଳେ ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଜଳେଶ୍ୱରରେ ଦେବୀ ପ୍ରସନ୍ନ ଚାନ୍ଦଙ୍କ ଜାଗାରେ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ କରାଯାଇଛି ।...

Read more

ନିଆରା ଶୈଳୀରେ ନବୀନଙ୍କ ପ୍ରଚାର

ଭୁୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ, ନବରଙ୍ଗପୁର ଆଦି ଜାଗାରେ ନିର୍ବାଚନ ପ୍ରଚାର କରିଛନ୍ତି । ତାଙ୍କ ପ୍ରଚାରରେ ଆଜି ନିଆରା ଢ଼ଙ୍ଗ ଦେଖିବାକୁ ମିଳିଥିଲା । କୋରାପୁଟର ଓଏମପି ପଡ଼ିଆରେ ଆୟୋଜିତ ପ୍ରଚାର ସଭାରେ ଲମ୍ବା...

Read more

ଭାଣ୍ଡିଆ ହେଲେ ଦେବାଶିଷ ନାୟକ

ଭୁବନେଶ୍ୱର: ଏକଦା ବିଜେଡିର ଥିଲେ ହେଭିୱେଟ୍ ନେତା । ନିଜର ଥିଲା ସ୍ୱତନ୍ତ୍ର ପରିଚୟ । ବିନା କ୍ଷମତାରେ ଘରେ ବସି ରହିଲେ ବି ସମ୍ମାନ ମିଳୁଥିଲା । ମାତ୍ର ଖଣ୍ଡେ ଟିକେଟ୍ ପାଇଁ ବାରଦ୍ୱାର ହୋଇ ନିଜର ଇଜ୍ଜତକୁ ଶେଷରେ...

Read more

ପାର୍ଟି ଫଣ୍ଡିଂ କଲାନି; ଟିକେଟ ଫେରାଇଲେ ସୁଚରିତା

ଭୁବନେଶ୍ୱର: କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ତାଙ୍କ ଟିକେଟ୍ ଫେରାଇ ଦେଇଛନ୍ତି । କାରଣ ହେଉଛି, ଦଳ ତାଙ୍କୁ ଫଣ୍ଡି କଲାନି । ନିଜେ ଅର୍ଥ ଯୋଗାଡ଼ କରି ନିର୍ବାଚନ ଲଢ଼ିବାକୁ କହିଲା । ଦଳର ଏହି ଆଦେଶକୁ...

Read more

ମିଶନ ଶକ୍ତିରୁ ହଟିଲେ ସୁଜାତା କାର୍ତ୍ତିକେୟନ୍

ଭୁବନେଶ୍ୱର: ମିଶନ ଶକ୍ତି ସଚିବ ତଥା କମିସନର ଶ୍ରୀମତୀ ସୁଜାତା ଆର କାର୍ତ୍ତିକେୟନଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ପଦରେ ଅବସ୍ଥାପିତ କରାଯାଇଛି । ତାଙ୍କ ଜାଗାରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କୁ...

Read more

ଧର୍ମେନ୍ଦ୍ରଙ୍କ ପାଇଁ ପ୍ରଚାର କରୁଛନ୍ତି ଆଇଏଫଏସ୍ ବିନୟ ପ୍ରଧାନ!

ଭୁବନେଶ୍ୱର: ନ୍ୟୁୟର୍କରେ ଭାରତୀୟ କନସୁଲେଟ ଜେନେରାଲ ଭାବେ ଅବସ୍ଥାପିତ ଆଇଏଏଫ ଅଫିସର ବିନୟ ଶ୍ରୀକାନ୍ତ ପ୍ରଧାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ବିଜେଡି । ସମ୍ବଲପୁରରେ ବିଜେପିର ଲୋକସଭା ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ପ୍ରଚାରରେ ସେ ସକ୍ରିୟ ଅଂଶଗ୍ରହଣ...

Read more
Page 265 of 1023 1 … 264 265 266 … 1,023