Our Correspondent

‘ଜେଲ ଖାତାରେ ନାଁ ଲେଖାଇଥିବା ବ୍ୟକ୍ତିଙ୍କ ଜାଗା ଜେଲରେ’

ଭୁବନେଶ୍ୱର: ଜେଲ୍ ଯାଇ ବେଲରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ ପଠାଇବା । ସଂସଦକୁ ନୁହେଁ । ଅପରାଧୀମାନଙ୍କ ପାଇଁ ସବୁଠାରୁ ଉପଯୁକ୍ତ ଓ ଭଲ ଜାଗା ହେଉଛି ଜେଲ୍ । ମାତ୍ର ଏଭଳି ବ୍ୟକ୍ତିଙ୍କୁ ବିରୋଧୀ ଦଳ ପ୍ରାର୍ଥୀ କରୁଛନ୍ତି...

Read more

ଅଲ୍ ଦ ବେଷ୍ଟ ବବି: ନବୀନ

ଭୁବନେଶ୍ୱର: ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଶେଷ ଶୁଭେଚ୍ଛା ଜଣାଇଛନ୍ତି । ନାମାଙ୍କନ ଭରିବାକୁ ଛତ୍ରପୁର ଆସିଥିବା...

Read more

ହିଞ୍ଜିଳି ପାଇଁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ଆଜି ହିଞ୍ଜିଳିକାଟୁ ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି । ମେ ୨୦ ଦ୍ୱିତୀୟ ପର୍ଯ୍ୟାୟରେ ଏଠାରେ ମତଦାନ ହେବ । ଗଞ୍ଜାମ ଜିଲ୍ଲା...

Read more

ଅପରାଧୀଙ୍କୁ ଟିକଟ ଦେବା ଓଡିଶା ବିଜେପିର ସଂସ୍କୃତି: ବିଜେଡି

ଭୁବନେଶ୍ୱର: ହଜାର ହଜାର ବର୍ଷ ଧରି ଗର୍ବିତ ଓଡ଼ିଆମାନେ ଓଡ଼ିଆ ସଂସ୍କୃତିକୁ ଅତ୍ୟନ୍ତ ବୀରତ୍ୱର ସହ ରକ୍ଷା କରି ଆସୁଛନ୍ତି । ସେମାନେ କେବଳ ମୋଗଲ ଓ ବ୍ରିଟିଶମାନଙ୍କ ଠାରୁ ରକ୍ଷା କରିନାହାନ୍ତି ବରଂ ଓଡ଼ିଆ, ଐତିହ୍ୟ ଓ ପରମ୍ପରା ପ୍ରତି...

Read more

ନବୀନ ଇଞ୍ଜିନ୍ କେବେ ବି ଫେଲ୍ ମାରିବନି: ପାଣ୍ଡିଆନ୍

ଭୁବନେଶ୍ୱର: ବରିଷ୍ଠ ବିଜୁ ଜନତା ଦଳ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ମାଲକାନଗିରିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ଜିତାଇବାକୁ ଆହ୍ୱାନ ଦେଇଛନ୍ତି। ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ସହିତ ମାଲକାନଗିରି ବିଧାନସଭା ପ୍ରାର୍ଥୀ ମାନସ ମାଡକାମି, ଚିତ୍ରକୋଣ୍ଡା...

Read more

ନିର୍ବାଚନୀ ତାତିରେ ପଖାଳ ମଜ୍ଜା

ଭୁବନେଶ୍ୱର: ପ୍ରଚଣ୍ଡ ଖରା ତାତିକୁ ବଳିଯାଇଛି ନିର୍ବାଚନ ପ୍ରଚାର ତାତି । ଧୂ ଧୂ ଖରା ଓ ଗୁଳୁଗୁଳି ଭିତରେ ବିଜେଡି ପ୍ରଚାରକୁ ଜୋରଦାର କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଲଗାତର ପ୍ରଚାର ମଇଦାନକୁ ଓହ୍ଲାଇଥିବା ପାଣ୍ଡିଆନ୍ ଆଜି...

Read more

ଖୋର୍ଦ୍ଧାରୁ ରାଜେନ୍ଦ୍ର, ବେଗୁନିଆରୁ ପ୍ରଦୀପ, ଭୋଗରାଇରୁ ଗୌତମ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଷ୍ଟମ ପର୍ଯ୍ୟାୟରେ ଆଉ ତିନୋଟି ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା କରିଛନ୍ତି । ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଖୋର୍ଦ୍ଧାରୁ ଟିକେଟ୍ ମିଳିଥିବା ବେଳେ ବେଗୁନିଆରୁ ପ୍ରଦୀପ ସାହୁଙ୍କୁ ମିଳିଛି...

Read more
Page 267 of 1023 1 … 266 267 268 … 1,023