ଖୋର୍ଦ୍ଧାରୁ ଜଗଦ୍ଦେବ, ସାଲେପୁରରୁ ଅରିନ୍ଦମ
ଭୁବନେଶ୍ୱର: ଆଜି ଆଉ ୮ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧାରୁ ଟିକେଟ୍ ମିଳିଥିବା ବେଳେ ସାଲେପୁର ଆସନରୁ ଅରିନ୍ଦମ ରାୟ, କେନ୍ଦ୍ରାପଡ଼ା ଆସନରୁ ଗୀତାଞ୍ଜଳି ସେଠୀ ଏବଂ...
Read more








