ତିବ୍ଦତୀୟ ଶିଶୁକନ୍ୟାକୁ ଦୁଷ୍କର୍ମ
ଭୁବନେଶ୍ୱର: ଗଜପତି ଜିଲ୍ଲା ଚନ୍ଦ୍ରଗିରିରେ ଜଣେ ତିବ୍ଦତୀୟ ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଛି । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହା ବିଶ୍ୱ ଦରବାରରେ ଓଡ଼ିଶାକୁ ପୁଣି ନିନ୍ଦିତ କରିଛି ବୋଲି...
Read more








