Our Correspondent

ଫେବ୍ରୁଆରୀ ୩ ରୁ ୫ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଆସନ୍ତା ଫେବ୍ରୁଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ । ଗତ ଡିସେମ୍ବର ୧୯ରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟ୍ ରେ...

Read more

ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ

ଭୁୁବନେଶ୍ୱର: ଓଡ଼ିଶାବାସୀଙ୍କୁ ନୂଆବର୍ଷର ଭେଟି । ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମର ଆଜି ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରଙ୍ଗ ରତାଗଡ଼ରେ ଏହାର ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଥିଲା । ଭୁବନେଶ୍ୱର ବିମାନବନ୍ଦରରୁ...

Read more

ଦାମ ରାଉତଙ୍କ ଉପରୁ ବହିଷ୍କାର ହଟିଲା

ଭୁବନେଶ୍ୱର: ନୂଆବର୍ଷରେ ନୂଆ ଷ୍ଟ୍ରାଟେଜିରେ ଆଗେଇଲା ବିଜୁ ଜନତା ଦଳ । ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଦଣ୍ଡ ଉଠାଇ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ ସେପ୍ଟେମ୍ବର ୧୨ ତାରିଖରେ...

Read more

କାର୍ତ୍ତିକ ପାଣ୍ଡିଆନ୍: ନ୍ୟୁଜମେକର୍ ଅଫ୍ ଦି ଇୟର !

ଭୁବନେଶ୍ୱର: ୨୦୨୩ ମସିହାରେ ଓଡ଼ିଶା ରାଜନୀତିରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ ଭି. କାର୍ତ୍ତିକ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଏହି କ୍ଷମତାଶାଳୀ ପୂର୍ବତନ ଅଧିକାରୀଙ୍କୁ ଗତ କିଛି ବର୍ଷ ଧରି ରାଜ୍ୟ ପ୍ରଶାସନର ମଙ୍ଗୁଆଳ କୁହାଯାଉଥିଲା...

Read more

ଅରୁଣ ଷଡ଼ଙ୍ଗୀ ହେଲେ ଭାରପ୍ରାପ୍ତ ପୁଲିସ ଡିଜି

ଭୁବନେଶ୍ୱର: ୧୯୯୦ ବ୍ୟାଚ୍ ର ଆଇପିଏସ୍ ଅଫିସର ଅରୁଣ ଷଡ଼ଙ୍ଗୀଙ୍କୁ ଭାରପ୍ରାପ୍ତ ପୁଲିସ ଡିଜି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ନୂଆବର୍ଷରୁ ସେ ଦାୟିତ୍ୱ ଗ୍ରହଣ କରିବେ । ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ଭାବେ ତାଙ୍କର...

Read more

ମେଣ୍ଟ ନୁହେଁ, ଲଢ଼େଇ ହେବ: ସୁନୀଲ ବଂଶଲ

ଭୁବନେଶ୍ୱର: ବିଜେଡି ସହ ମେଣ୍ଟ କି ମିଳାମିଶା ନୁହେଁ । ୱାନ୍ ଟୁ ୱାନ୍ ଫାଇଟ୍ ହେବ । ରାଜ୍ୟ ବିଜେପିର ପଦାଧିକାରୀ ଓ ଜିଲ୍ଲା ସଭାପତିମାନଙ୍କ ବୈଠକରେ ଆଜି ଏହା ସ୍ପଷ୍ଟ କରିଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ।...

Read more

ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ଲୋକସଭା ଆସନ ଦାୟିତ୍ୱ

ଭୁବନେଶ୍ୱର: ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ତାଲିକାରେ ସାମାନ୍ୟ ଅଦଳବଦଳ ହୋଇଛି । ବର୍ତ୍ତମାନ ସ୍ଥିତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ରାଜ୍ୟସଭା ସାଂସଦ ତଥା ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କୁ ଅତିରିକ୍ତ ଦାୟିତ୍ୱ...

Read more
Page 316 of 1024 1 … 315 316 317 … 1,024