Our Correspondent

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ପାଣ୍ଡିଆନ୍

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ , ଭିଡ଼ ନିୟନ୍ତ୍ରଣ...

Read more

ଚାକିରୀରୁ ବିଦା ହେଲେ ଲାଞ୍ଚୁଆ ଆଇଆଇସି ସୁଶାନ୍ତ ଶତପଥୀ

ଭୁବନେଶ୍ୱର: ବୈପାରୀଗୁଡ଼ା ଥାନାର ଲାଞ୍ଚୁଆ ଆଇଆଇସି ସୁଶାନ୍ତ ଶତପଥୀ ଚାକିରୀରୁ ତଡ଼ା ଖାଇଛନ୍ତି । ପୁଲିସ ଡିଜି ଆଜି ସୁନୀଲ ବଂଶଲ ତାଙ୍କୁ ଚାକିରୀରୁ ବହିଷ୍କୃତ କରିଛନ୍ତି । ଏହି ଦୁର୍ନୀତିଖୋର ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନସ ବିଭାଗ...

Read more

ଖାଉ ପାଢ଼ୀ ଜେଲ୍ ଗଲେ

ଭୁବନେଶ୍ୱର: ଭିଜିଲାନସ୍ କୁ ଡରି ପଡୋଶୀ ଘର ଛାତକୁ ଡେଇଁଥିବା ଭୁବନେଶ୍ୱର ଜଳଯୋଗାଣ ବିଭାଗର( ଆରଡବ୍ଲୁଏସଏସ) ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁନୀଲ କୁମାର ପାଢ଼ୀ ଆଜି ଗିରଫ ହୋଇ ଝାରପଡ଼ା ଜେଲ୍ ଯାଇଛନ୍ତି । ଏ ବାବୁଙ୍କର ୫ କୋଟିରୁ ଅଧିକ ଟଙ୍କାର...

Read more

ଓଡ଼ିଶା ଫେରିଲେ ୪ ଶ୍ରମିକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ଭୁବନେଶ୍ୱର: ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ପାଇଥିବା ୪ ଓଡ଼ିଆ ଶ୍ରମିକ ଆଜି ନିଜ ଜନ୍ମମାଟିକୁ ଫେରିଛନ୍ତି । ସେମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ଯୋଗିବନ୍ଧ ଗାଁର ବିଶ୍ୱେଶ୍ୱର ନାଏକ, ବେଡ଼ାକୁଦ ଗାଁର ଧୀରେନ ନାଏକ, ରାଇରଙ୍ଗପୁର ବ୍ଲକ୍ କୁଳଡିହା...

Read more

ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ପରିବାରର ୮ ଜଣଙ୍କ ଜୀବନ ଚାଲିଗଲା

ଭୁବନେଶ୍ୱର: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କମାଇବାକୁ ରାଜ୍ୟ ସରକାର ଆଜିଠାରୁ ସପ୍ତାହବ୍ୟାପୀ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରୁଛନ୍ତି । ମାତ୍ର ଆଜି ପ୍ରଥମ ଦିନରେ ବଡି ଭୋରରୁ ତିନି ତିନିଟି ଭୟଙ୍କର ଦୁର୍ଘଟଣା ଘଟି ୯ ଜଣଙ୍କର ଜୀବନ ଚାଲିଯାଇଛି...

Read more

୧୧୪୦ କୋଟିର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ

ଭୁବନେଶ୍ୱର: ସାରା ରାଜ୍ୟରେ ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସ୍ ଯୋଗେ ଏହାର ଶୁଭାରମ୍ଭ କରିଛନ୍ତି । ୧୪୦ କୋଟି ଟଙ୍କା ବିନିଯୋଗରେ ୧୦୩ ଟି ପ୍ରକଳ୍ପ...

Read more

ନବରଙ୍ଗପୁରରେ ଗଡ଼ିଲା ଲକ୍ଷ୍ମୀ ବସ୍

ଭୁବନେଶ୍ୱର: ନବରଙ୍ଗପୁରକୁ ଗଡ଼ିଛି ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି।...

Read more
Page 325 of 1024 1 … 324 325 326 … 1,024