ପୌର ଉପନିର୍ବାଚନରେ ବିଜେଡି ବିଜୟୀ
ଭୁବନେଶ୍ୱର: ଗତକାଲି ଅନୁଷ୍ଠିତ ପୌର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଏନଏସି ଅଧ୍ୟକ୍ଷା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରାର୍ଥୀ ଦେବସ୍ମିତା ଶତପଥୀ ୨୩୫୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ...
Read more








