Our Correspondent

ବଞ୍ଚିପାରିଲେନି ବୋରୱେଲରୁ ଉଦ୍ଧାର ବୃଦ୍ଧା

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ବୋରୱେଲରେ ଖସି ପଡ଼ିଥିବା ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କୁ ପ୍ରାୟ ୨୦ ଘଣ୍ଟା ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲେ ମଧ୍ୟ ସେ ବଞ୍ଚିପାରିନାହାନ୍ତି । ସୋନପୁର-ବୁର୍ଡ଼ା ରାସ୍ତାର...

Read more

ନଭେମ୍ବର ୨୧ରେ ଉପବାଚସ୍ପତି ନିର୍ବାଚନ

ଭୁୁବନେଶ୍ୱର: ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦ ଲାଗି ଆସନ୍ତା ନଭେମ୍ବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ସେଦିନ ସକାଳ ୯.୩୦ ମିନିଟ୍ ରେ ନିର୍ବାଚନ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ବାଚସ୍ପତିଙ୍କ ଏହି ନିର୍ଦ୍ଦେଶନାମାକୁ ବିଧାନସଭା ସଚିବ...

Read more

ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ମନା

ପୁରୀ: ଡ୍ରେସ୍ କୋଡ ପ୍ରଚଳନ ପରେ ଶ୍ରୀମନ୍ଦିରରେ ଏବେ ପାନ ଓ ଗୁଟଖା ଉପରେ କଟକଣା । ନୂଆବର୍ଷ ଅର୍ଥାତ୍ ଆସନ୍ତା ଜାନୁଆରୀ ୧ ରୁ ଶ୍ରୀମନ୍ଦିର ପରିସରରେ ଭକ୍ତମାନେ ପାନ କି ଗୁଟଖା ଖାଇପାରିବେ ନାହିଁ । ସେବାୟତ ଓ...

Read more

ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳୁନି କ୍ଲିୟରାନ୍ସ!

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିଜେପି ଯୋଗଦାନ ରାସ୍ତାରେ କେଁ ପଶିଛି । ଦିଲ୍ଲୀ ହାଇକମାଣ୍ଡଙ୍କ ପାଖରେ ତାଙ୍କର ଆବେଦନ ଅଟକି ଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ତେବେ ରାସ୍ତା କ୍ଲିୟର୍ କରିବାକୁ ଭରପୂର ଉଦ୍ୟମ ଚଳାଇଛନ୍ତି ବିଜେଡିରୁ...

Read more

କଂଗ୍ରେସ ପକ୍ଷରୁ ଡିସେମ୍ବର ୧ରେ ତୁଳସୀ ଯାତ୍ରା

ଭୁବନେଶ୍ୱର: ୬ ଗୋଟି ଦାବିକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଗତ ଅକ୍ଟୋବର ୧୬ ରେ ପୁରୀ ଠାରେ ବିଶାଳ ସମାବେଶ ଓ ବିକ୍ଷୋଭ ଶୋଭାଯାତ୍ର କରାଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଅକ୍ଟୋବର ୨୯ ସୁଧା...

Read more

କିଟ୍‍ ଓ କିସ୍‍ କର୍ମଚାରୀଙ୍କ ପାଇଁ ବିଭିନ୍ନ ସୁବିଧା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କିଟ୍‍ ଓ କିସ ପକ୍ଷରୁ ଏହାର କର୍ମଚାରୀଙ୍କ ପିଲାମାନଙ୍କ ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ସେଫାଳୀ କ୍ରେଚ୍‍, କିଟ୍‍ ପବ୍ଲିକ ସ୍କୁଲ୍‍ ଏବଂ ସର୍ବସାଧାରଣଙ୍କ ନିମନ୍ତେ ଜୟନ୍ତ ମହାପାତ୍ର ପବ୍ଲିକ୍‍ ଲାଇବ୍ରେରୀ, ବାବା ନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ର, କିଟ୍‍...

Read more

ବିଜେଡିରୁ ତଡାଖାଇଥିବା ନେତାଙ୍କୁ ଆପଣେଇବାକୁ ବିଜେପି ଆଗଭର: ବିଜେଡି

ବ୍ରହ୍ମପୁର: ଜନ ବିରୋଧି କାର୍ଯ୍ୟ ପାଇଁ ଯେଉଁ ନେତାଙ୍କୁ ବିଜେଡି ଦଳରୁ ତଡି ଦେଇଛି ତାଙ୍କୁ କୋଳେଇ ନେବାପାଇଁ ଏବେ ବିଜେପି ଆଗଭର । ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ବିଜେପି ଦଳରେ ନୀତି ଆଦର୍ଶ ବୋଲି କିଛି...

Read more
Page 332 of 1024 1 … 331 332 333 … 1,024