ସୁର ରାଉତରାୟ ପୁଅଙ୍କ ମନସ୍କାମନା ପୂରଣ !
ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି । ପିସିସି ସଦସ୍ୟ ଥିବା ମନ୍ମଥଙ୍କୁ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ନିଲମ୍ବିତ କରାଯାଇଛି । ପିସିସି ଶୃଙ୍ଖଳାଗତ କମିଟି କମିଟି ଅଧ୍ୟକ୍ଷ...
Read more








