‘ମନ୍ତ୍ରୀ ରେସ୍ ରେ ନଥିଲି, ଅସନ୍ତୁଷ୍ଟ କାହିଁକି ହେବି?’
ଭୁବନେଶ୍ୱର: 'ମନ୍ତ୍ରୀ ରେସ୍ ରେ କେବେ ନଥିଲି । ତେଣୁ ମନ୍ତ୍ରିପଦ ନ ମିଳିବାରୁ ଅସନ୍ତୁଷ୍ଟର ପ୍ରଶ୍ନ ଉଠୁନି । ୟାକୁ ନେଇ ମିଡିଆ ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ'। ଏହିଭଳି ଭାବ ଆଜି ଗଣମାଧ୍ୟମକୁ ପୁଣି ଥରେ ପ୍ରତିକ୍ରିୟା ଦେଇଛନ୍ତି...
Read more








