Our Correspondent

ତ୍ରିଲୋଚନ କାନୁନଗୋଙ୍କ ପରଲୋକ

ଭୁୁବନେଶ୍ୱର: ବିଶିଷ୍ଟ ରାଜନେତା ତଥା ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋ ଆଉ ନାହାନ୍ତି । ଆପୋଲୋ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୭ଟାରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୮୩ ବର୍ଷ ହୋଇଥିଲା । ଶ୍ରୀ କାନୁନଗୋଙ୍କ ବିୟୋଗ...

Read more

ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ ସହିଦ

ଭୁବନେଶ୍ୱର: ଜମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରରେ ଆଜି ହୋଇଥିବା ଆତଙ୍କବାଦୀ ହମଲାରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ । ସଂଧ୍ୟାରେ ସେନା ପକ୍ଷରୁ ଏହି ଖବର ଦେବାଶିଷଙ୍କ ଘରକୁ...

Read more

ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୁରୀ: ଆଗାମୀ ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ଶ୍ରୀଜୀଉ ମାନଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୋଖରୀରେ ଚାପ ଖେଳ। ଚଳିତ ମାସ ୨୩ ତାରିଖରୁ ମଇ ମାସ ୧୨ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା...

Read more

ବିଜେପି ଷ୍ଟାର୍ ପ୍ରଚାରକ ତାଲିକାରେ ୩ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ କରିଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁ ଏଥିରେ ସ୍ଥାନ ପାଇଛନ୍ତି...

Read more

ବିଏସକେୱାଇରେ ଚିକିତ୍ସା ସାଙ୍ଗକୁ ଜରୁରୀ ରକ୍ତ ପାଇଲେ ଭାଗିରଥି

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ଅଞ୍ଚଳର ଭାଗୀରଥୀ ହରିଜନ ନାମକ ଜଣେ ବ୍ୟକ୍ତି ଗତ ପାଞ୍ଚ ମାସ ତଳେ ଏକ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଆର୍ଥିକ ପରିସ୍ଥିତି ତାଙ୍କର ଶୋଚନୀୟ ଥିବାରୁ ସେ...

Read more

ନବୀନ ଯିବେ ଝାରସୁଗୁଡ଼ା !

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଜାରି ହୋଇଥିବା ଦଳର ଷ୍ଟାର୍ ପ୍ରଚାରକ ତାଲିକାରେ ସେ ୧ ନମ୍ବର ସ୍ଥାନରେ ଅଛନ୍ତି ।...

Read more

ବିଜେଡି ବିଲଡିଂ ପାଇଁ କାନ୍ଦଣା!

ଭୁବନେଶ୍ୱର: ଭବ୍ୟ ଦଳୀୟ କାର୍ଯ୍ୟାଳୟ ନିର୍ମାଣ ପାଇଁ କୋଉଠୁ ଆସୁଛି ପାଣ୍ଠି? ନିକଟ ଅତୀତରେ ଏହି ପ୍ରଶ୍ନ ଦେଶବ୍ୟାପୀ ସମସ୍ତଙ୍କୁ ଆନ୍ଦୋଳିତ କରିଥିଲା । ଭାରତୀୟ ଜନତା ପାର୍ଟିର ଆଲିସାନ୍ କୋଠାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଲା । ନୂଆଦିଲ୍ଲୀର...

Read more
Page 391 of 1024 1 … 390 391 392 … 1,024