ରଥଯାତ୍ରା ପୂର୍ବରୁ ସରିବ ଶ୍ରୀ ସେତୁ, ଧର୍ମଶାଳା, ସମଙ୍ଗ ପାର୍କିଂ କାମ
ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ରଥଯାତ୍ରା ପୂର୍ବରୁ ସରିବ ଶ୍ରୀ ସେତୁ, ବାସେଳି ସାହି ଧର୍ମଶାଳା ଏବଂ ସମଙ୍ଗଠାରେ ନିର୍ମାଣ ହେଉଥିବା କାର୍ ଓ ବସ ପାର୍କିଂ କାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି...
Read more








