Our Correspondent

ଆନ୍ଦୋଳନ ନାଁରେ ବିଜେପି କର୍ମୀଙ୍କ ଆତଙ୍କରାଜ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ହିଂସ୍ର ଆଚରଣ ଦେଖିବାକୁ ମିଳିଛି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ପ୍ରତିବାଦ କରିବାକୁ ଯାଇ ସେମାନେ ନିଜେ ଆଇନକୁ ହାତକୁ ନେଇଥିଲେ । ବିଧାନସଭା ଘେରାଉ ଆନ୍ଦୋଳନରେ ସାମିଲ ହୋଇଥିବା ଯୁବମୋର୍ଚ୍ଚା କର୍ମୀମାନେ ପୁଲିସକୁ...

Read more

ମୁକେଶ ଅମ୍ବାନୀଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର: ଆଜି ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଭେଟି ଓଡ଼ିଶାରେ କମ୍ପାନୀର ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି । ପୁଞ୍ଜି ନିବେଶ...

Read more

ଓଡ଼ିଶାକୁ ପୁଣି ସ୍ପୋର୍ଟସ ଷ୍ଟାର୍ ଆୱାର୍ଡ

ଭୁବନେଶ୍ୱର: କ୍ରୀଡ଼ାର ବିକାଶରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ମିଳିଛି ସ୍ପୋର୍ଟସ ଷ୍ଟାର୍ ଏସେସ୍ ଆୱାର୍ଡସ୍ ୨୦୨୩ । କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ରାଜ୍ୟକୁ ଏହି ପୁରସ୍କାର ମିଳିଛି । ସ୍ପୋର୍ଟସ ଷ୍ଟାର୍ ପକ୍ଷରୁ ଆଜି ସଂଧ୍ୟାରେ ମୁମ୍ବାଇରେ...

Read more

ପ୍ରଦୀପ ଜେନା ନୂଆ ମୁଖ୍ୟ ଶାସନ ସଚିବ

ଭୁୁବନେଶ୍ୱର: ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ହେବେ ରାଜ୍ୟର ମୁଖ୍ୟ ଶାସନ ସଚିବ । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆସନ୍ତା ୨୮ ତାରିଖରେ ଅବସର ଗ୍ରହଣ କରୁଥିବାରୁ ତାଙ୍କ ଜାଗାରେ ୧୯୮୯ ବ୍ୟାଚ୍ ଆଇଏଏସ୍ ପ୍ରଦୀପ...

Read more

ପୁଣି ବାହାହେଲେ ଦିବ୍ୟଶଙ୍କର

ଭୁବନେଶ୍ୱର: ବିଜେଡିର ଚର୍ଚ୍ଚିତ ଚେହେରା ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପୁଣି ବାହା ହୋଇଛନ୍ତି । ନିଜ ନିର୍ବାଚନମଣ୍ଡଳୀର ପ୍ରିୟଙ୍କା ଅଗସ୍ତିଙ୍କୁ ଜୀବନ ସାଥୀ କରିଛନ୍ତି । ପେଶାରେ ସଫ୍ଟୱେୟର ଇଂଜିନିୟର ଥିବା ପ୍ରିୟଙ୍କାଙ୍କ ଘର ଜୁନାଗଡ଼...

Read more

ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତି ଆଉ ନାହାନ୍ତି । ଗୁରୁତର ଅସୁସ୍ଥ ହୋଇ ଏମସ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୭୩ ବର୍ଷ ହୋଇଥିଲା ।  ଶ୍ରୀ ମହାନ୍ତି କ୍ୟାନସରରେ ପୀଡ଼ିତ...

Read more

କିଟ୍‍ ରେ ମେଗା ରକ୍ତଦାନ ଶିବିର

ଭୁବନେଶ୍ୱର: କିଟ୍‍ର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର୧୬ରୁ ଦୀର୍ଘ ତିନିମାସ ଧରି ରୌପ୍ୟ ଜୟନ୍ତୀ ‘ସଏଲ୍‍ ଟୁ ସିଲଭର’ ପାଳନ ଅବସରରେ ଫେବୃଆରୀ ୧ ତାରିଖରୁ କିଟ୍‍ କାର୍ଣ୍ଣିଭାଲ୍‍ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ପରିପେକ୍ଷୀରେ କିଟ୍‍ ଓ...

Read more
Page 406 of 1024 1 … 405 406 407 … 1,024