ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଦାୟିତ୍ୱରେ ରହିଲେ ମନୋଜ ମିଶ୍ର
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଇଲେକଟ୍ରୋନିକ୍ସ ଏବଂ ଇନଫରମେସନ ଟେକେନୋଲୋଜି(ଇଟି ଆଣ୍ଡ ଆଇଟି) ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ପୂର୍ବଭଳି ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଦାୟିତ୍ୱରେ ରହିବେ । ରାଜ୍ୟ ସରକାର ଆଜି ତାଙ୍କୁ ଏହି ପୁନଃନିଯୁକ୍ତି ଦେଇଛନ୍ତି । ସୂଚନାଥାଉକି,...
Read more








