Our Correspondent

ଜନ୍ମମାଟିରେ ଭାବବିହ୍ୱଳ ରାଷ୍ଟ୍ରପତି

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ପଦରେ ଅଳଙ୍କୃତ ହେବା ପରେ ଆଜି ନିଜ ଜନ୍ମମାଟି ଓଡ଼ିଶାକୁ ପ୍ରଥମ ଗସ୍ତରେ ଆସିଛନ୍ତି ଦ୍ରୌପଦୀ ମୁର୍ମୁ । ସକାଳେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା...

Read more

ରାଷ୍ଟ୍ରପତି ହେବା ପରେ ଜନ୍ମମାଟିକୁ ପ୍ରଥମ ଗସ୍ତ

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ପଦରେ ଅଳଙ୍କୃତ ହେବା ପରେ ଆଜି ନିଜ ଜନ୍ମମାଟି ଓଡ଼ିଶାକୁ ପ୍ରଥମ ଗସ୍ତରେ ଆସିଛନ୍ତି ଦ୍ରୌପଦ୍ରୀ ମୁର୍ମୁ । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି ।...

Read more

ସ୍ଥାନୀୟ ନେତାଙ୍କୁ ଅଧିକ ଗୁରୁତ୍ୱ

ଭୁବନେଶ୍ୱର: ଧାମନଗର ଭୁଲ୍ ର ପୁନରାବୃତ୍ତି ପଦ୍ମପୁରରେ ହେବ ନାହିଁ । ସେଥିିପାଇଁ ବିଜେଡି ଅଧିକ ସତର୍କ ହୋଇଯାଇଛି । ପଦ୍ମପୁର ଆସନରେ ବିଜୟବାନା ଉଡ଼ାଇ ରଖିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ଏଥିରେ ସ୍ଥାନୀୟ ନେତାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି...

Read more

କଳିଙ୍ଗର ହୃତଗୌରବ ଫେରାଇ ଆଣିବାକୁ ଆହ୍ୱାନ

ଭୁବନେଶ୍ୱର: ଆମ କଳିଙ୍ଗର ଗୌରବାବହ ଇତିହାସ ରହିଛି । ଏହା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ପୁଣିଥରେ ଏହି ହୃତ୍ଗୌରବକୁ ଫେରାଇ ଆଣିବାକୁ କଳିଙ୍ଗସେନାର ଦ୍ୱାବିଂଶତମ ପ୍ରତିଷ୍ଠା ଦିବସରେ ସମ୍ବର୍ଦ୍ଧିତ ହେବା ଅବସରରେ ଆହ୍ୱାନ ଦେଇଛନ୍ତିି ପୂର୍ବତନ ବରିଷ୍ଠ ଆଇଏଏସ୍ ଅଫିସର ତଥା...

Read more

ଜନମତକୁ ସମ୍ମାନ ଦେଉଛୁ: ନବୀନ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପରାଜୟକୁ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ଆଜି ସଂଧ୍ୟାରେ ଦ ନ୍ୟୁ-ଇଣ୍ଡିଆନ୍ ଏକ୍ସପ୍ରେସ୍ ର ଦଶମ ଓଡ଼ିଶା ସାହିତ୍ୟ ଉତ୍ସବରେ ଅତିଥି ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ବିଶିଷ୍ଟ ସାମ୍ବାଦିକ ପ୍ରଭୁ...

Read more

ଟ୍ରାକ୍ କୁ ଫେରିଲା ବିଜେପି

ଭୁୁବନେଶ୍ୱର: ନିଜର ଅସ୍ଥିତ୍ୱ ପାଇଁ ସଂଗ୍ରାମ କରୁଥିବା ଓଡ଼ିଶା ବିଜେପି ପାଇଁ ଧାମନଗର ଉପନିର୍ବାଚନ ଜିତାପଟ ସଞ୍ଜିବନୀ ହୋଇଛି । ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କ ଆତ୍ମବିଶ୍ୱାସ ଏବଂ ମନୋବଳକୁ ଏହା ଜାଗ୍ରତ କରିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶା...

Read more

ବିଜେଡିକୁ ଭାରି ପଡ଼ିଲା ବିଦ୍ରୋହ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ଶାସକ ବିଜେଡିର ପରାଜୟ ହଲଚଲ ସୃଷ୍ଟି କରିଛି । ଶକ୍ତିଶାଳୀ ବିଜେଡି ପାଇଁ ଏହା ଶକ୍ତ ଧକ୍କା ସଦୃଶ ହୋଇଛି । ଏହି ଉପନିର୍ବାଚନ ଫଳ ବିଜେଡିିର ଗାଦି ନେଇଯିବାର କ୍ଷମତା ରଖି ନ ଥିଲେ ମଧ୍ୟ...

Read more
Page 434 of 1025 1 … 433 434 435 … 1,025