୯୮୮୧ ଭୋଟରେ ଜିତିଲେ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର: ଧାମନଗର ଆସନ ବଜାୟ ରଖିଲା ବିଜେପି । ଉପନିର୍ବାଚନରେ ବିଜେପିକୁ ହରାଇ ପାରିଲାନି ଶାସକ ବିଜୁ ଜନତା ଦଳ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କର ନିକଟତମ ବିଜେଡି ପ୍ରତିଦ୍ୱନ୍ଦୀ ଶ୍ରୀମତୀ ଅବନ୍ତୀ ଦାସଙ୍କୁ ୯,୮୮୧ ଖଣ୍ଡ ଭୋଟରେ...
Read more








