Our Correspondent

ଲୋକ ନ ମାନିଲେ ଆଗକୁ ବିସ୍ଫୋରକ ସ୍ଥିତି !

ଭୁବନେଶ୍ୱର: କରୋନା ଆତଙ୍କରୁ ବର୍ତ୍ତିବା ପାଇଁ ଏବେ ଜୀବନଶୈଳୀ ବଦଳାଇବାର ସମୟ । କାରଣ ଘରୁ ବାହାରିଲାମାତ୍ରେ ହିଁ ବିପଦର ଆଶଙ୍କା । ନିଜ ଓ ପରିବାରର ଜୀବନରକ୍ଷା ପାଇଁ ଘରେ ରହିବାର ଦାୟିତ୍ୱ ସମସ୍ତଙ୍କୁ ନିଷ୍ଠାର ସହ ପାଳନ କରିବାକୁ...

Read more

୨୧ ଦିନ ପାଇଁ ଭାରତ ଲକ୍ ଡାଉନ୍; ଘରେ ରହିବାକୁ ହାତଯୋଡି ନିବେଦନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମଧ୍ୟରାତ୍ରରୁ ଦେଶ ୩ ସପ୍ତାହ ବା ୨୧ ଦିନ ପାଇଁ ଲକ୍ ଡାଉନ୍ ରେ ରହିବ । କରୋନା ବିପଦରୁ ଭାରତକୁ ବଞ୍ଚାଇବା ପାଇଁ...

Read more

ମନ୍ତ୍ରୀଙ୍କ ପରାମର୍ଶ: କ୍ଷୀର ପିଅନ୍ତୁ, କରୋନା ବିରୋଧରେ ଲଢ଼ନ୍ତୁ

ଭୁବନେଶ୍ୱର: କ୍ଷୀର ପିଇ ଦେହରେ ଶକ୍ତି ବଢ଼ାନ୍ତୁ । କରୋନା ବିରୋଧରେ ଲଢ଼ନ୍ତୁ । ଉଚ୍ଚଶିକ୍ଷା, କୃଷି ଓ ପଶୁସମ୍ପଦ ମନ୍ତ୍ରୀ ଡ. ଅରୁଣ ସାହୁ ଆଜି ଏକ ଭିଡ଼ିଓ ଜରିଆରେ ଓଡ଼ିଶାବାସୀଙ୍କୁ ଏହି ପରାମର୍ଶ ଦେଇଛନ୍ତି । କରୋନା ପାଇଁ...

Read more

ଲୋକେ ଘରୁ ନ ବାହାରିବାକୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: “ମୁଁ ମୋ ପିଲାଛୁଆ ବାପା ମାଆଙ୍କ ନାମରେ ଶପଥ କରି କହୁଛି ଯେ ମୁଁ ବର୍ତ୍ତମାନ ସମୟରେ ବାହାରକୁ ଯିବି ନାହିଁ । ବାହାରକୁ ଗଲେ କରୋନା ଭାଇରସ୍ ମୋ ସାଥୀରେ ମୋ ଘରକୁ ଆସିପାରେ ଏବଂ ମୋ ପରିବାରର...

Read more

ଆଇଟି, ଜିଏସଟି ରିଟର୍ଣ୍ଣ ଅବଧି ଜୁନ୍ ୩୦କୁ ବଢ଼ିଲା

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସଂଗ୍ରାମରତ ଦେଶବାସୀଙ୍କୁ ଆଇଟି ରିଟର୍ଣ୍ଣ(ଆୟକର ଦାଖଲ) ନିମନ୍ତେ ଅଧିକ ସମୟ ମିଳିଛି । ଜୁନ୍ ୩୦ ତାରିଖକୁ ଆଇଟି ରିଟର୍ଣ୍ଣ ଅବଧି ବଢ଼ାଇ ଦିଆଯାଇଛି । ସେହିଭଳି ଆଧାର-ପାନ୍ ନମ୍ବର ଲିଙ୍କ୍ ଅବଧି ସେଇ...

Read more

ଲକ୍ ଡାଉନ୍ ରେ ସମଗ୍ର ଓଡ଼ିଶା

ଭୁବନେଶ୍ୱର: ଲକ୍ ଡାଉନ୍ ହେବ ସମଗ୍ର ରାଜ୍ୟ । ପୂର୍ବରୁ ୧୪ ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ବାକି ୧୬ ଜିଲ୍ଲାକୁ ଆଜି ମଧ୍ୟରାତ୍ରରୁ ଲକ୍ ଡାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କ ମୁଖ୍ୟ...

Read more

ସଞ୍ଜୟଙ୍କ ଅନୁରୋଧ: ବିଜେଡ଼ି ବିଧାୟକ ଓ ସାଂସଦମାନେ ତିନି ମାସର ଦରମା ଦାନ କରନ୍ତୁ

ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କଲେ ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ । ବିଜେଡ଼ିର ସମସ୍ତ ବିଧାୟକ, ସାଂସଦ ତାଙ୍କର ୩ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରି କରୋନା ମୁକାବିଲାରେ ସହଯୋଗ କରନ୍ତୁ । ଆସନ୍ତା...

Read more
Page 484 of 759 1 483 484 485 759