Our Correspondent

ଥଙ୍ଗେଇଲା ଏଏସଆଇ, ପ୍ରକଳ୍ପ ନିର୍ମାଣରେ ଲାଗିଲାନି ରୋକ୍

କଟକ/ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବେଆଇନ ନିର୍ମାଣ ହେଉଥିବା ଏବଂ ଏହା ମନ୍ଦିର ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଏଏସଆଇ ହାଇକୋର୍ଟଙ୍କୁ ସ୍ପଷ୍ଟ ଭାବେ ଜଣାଇ ପାରିନାହିଁ । ପ୍ରକଳ୍ପ ପାଇଁ ଅନୁମତି ଦେଇନୁ ବୋଲି ନିଜ ସତ୍ୟପାଠରେ...

Read more

ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର: ବ୍ରଜରାଜନଗରରେ ଶ୍ରୀମତୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ନାଁ ଉପରେ ମୋହର ମାରିଛନ୍ତି । ଏ ନେଇ ବିଜେଡି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ...

Read more

ଅପରାଜିତାଙ୍କୁ ବ୍ରଜରାଜନଗର ଝଟକା !

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀତ୍ୱକୁ ନେଇ ଦଳ ଭିତରେ ଚାଲିଥିବା ଛକାପଂଝାର ଅବସାନ ଘଟିଛି । ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ଦଳ । କେନ୍ଦ୍ରୀୟ ନିର୍ବାଚନ କମିଟିର ଏହି ନିଷ୍ପତ୍ତି ଦଳର ଏକ ଗୋଷ୍ଠୀକୁ ନିରାଶ...

Read more

ବାଗ୍ମୀ ରଜତ କରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ଗବେଷକ, ବାଗ୍ମୀ ପଦ୍ମଶ୍ରୀ ରଜତ କର ଆଉ ନାହାନ୍ତି । ଆଜି ସଂଧ୍ୟାରେ ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ରଜତ କରଙ୍କ ବିୟୋଗ ବିଭିନ୍ନ...

Read more

ରାଧାରାଣୀ ପଣ୍ଡା ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଧାରାଣୀ ପଣ୍ଡା । ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି । ପୂର୍ବତନ ବିଧାୟିକା ରାଧାରାଣୀଙ୍କ ସହ ଯୁବନେତା ସୁଜିତ ସିଂହଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଥିଲା...

Read more

ପୁଣି… ରନ୍ଧନ ଗ୍ୟାସ୍ ଚଡ଼କ

ଭୁବନେଶ୍ୱର: ସାଧାରଣ ଜନତାଙ୍କ ଉପରେ ଚଡ଼କ ପରେ ଚଡ଼କ । ୧୪.୨ କେଜିଆ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀରେ ବର୍ତ୍ତମାନ ଗୋଟିଏ ସିଲିଣ୍ଡର ଦାମ ୯୯୯.୫୦ ପଇସା ହୋଇଥିବା ବେଳେ ଭୁବନେଶ୍ୱରରେ ଏହାର...

Read more

ସମୁଦ୍ର ଉପରେ ଚାଲିଯିବ ବାତ୍ୟା !

ଭୁବନେଶ୍ୱର: ବାତ୍ୟା ହେବ । କିନ୍ତୁ ତାହା ଓଡ଼ିଶା କି ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବନି । ସମୁଦ୍ର ଉପରେ ଚାଲିଯାଇ ଦୁର୍ବଳ ହୋଇଯିବ । ଓଡ଼ିଶା ଉପରେ ବାତ୍ୟାର ସେତେଟା ପ୍ରଭାବ ପଡ଼ି ନପାରେ । ଉପକୂଳବର୍ତ୍ତୀ ୪/୫ ଟି...

Read more
Page 483 of 1025 1 … 482 483 484 … 1,025