Our Correspondent

କୋଭିଡ୍‍ ପରିଚାଳନାରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ : ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: କୋଭିଡ୍‍ ପରିଚାଳନାରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରି ସମଗ୍ର ଦେଶ ପାଇଁ ଉଦାହରଣ ପାଲଟିଛି ବୋଲି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଲୋକସଭାରେ ପ୍ରକାଶ କରିଛନ୍ତି। କୋଭିଡ୍‍ ଉପରେ ଆଲୋଚନାରେ ବିଜୁ ଜନତା ଦଳ ପକ୍ଷରୁ ଅଂଶଗ୍ରହଣ...

Read more

ଭାରତରେ ପଶିଲା ‘ଓମିକ୍ରନ୍’ ଭାରିଏଣ୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଶଙ୍କା ସତ ହେଲା । ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବା କୋଭିଡ୍ ର 'ଓମିକ୍ରନ୍' ଭାରିଏଣ୍ଟ ଏବେ ଭାରତରେ ପଶିଛି । କର୍ଣ୍ଣାଟକରେ ଦୁଇ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ପ୍ରେସମିଟ୍...

Read more

ବିଦା ହେଲେ ଆଉ ୪ ଦୁର୍ନୀତିଗ୍ରସ୍ତ ବାବୁ

ଭୁବନେଶ୍ୱର: ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତାକୁ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଜାରି ରଖିଛନ୍ତି । ୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ବେଳେ ଜଣଙ୍କୁ...

Read more

ଫେରିଲା କୋଭିଡ୍ ନିୟମର କଡ଼ା ଅନୁପାଳନ

ଭୁବନେଶ୍ୱର: କୋଭିଡ୍ ର 'ଓମିକ୍ରନ୍' ଭାରିଏଣ୍ଟ ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଛି । ଭାରତକୁ ଏହି ସଂକ୍ରମଣ ଛୁଇଁ ନ ଥିଲେ ମଧ୍ୟ ବ୍ୟାପକ ଭାବେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଆମ ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଖୁବ୍ ସଜାଗ...

Read more

ମମିତା ମାମଲାର ତଦାରଖ କରିବେ ପୂର୍ବତନ ଜିଲ୍ଲା ଜଜ୍

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପ ଯୋଡି ହୋଇଛି । ପୁଲିସ ତଦନ୍ତକୁ ମନିଟର୍ କରିବା ପାଇଁ ପୂର୍ବତନ ଜିଲ୍ଲା ଜଜ୍ ଏ.ବି.ଏସ୍ ନାଇଡୁଙ୍କୁ ହାଇକୋର୍ଟ ମନୋନୀତ କରିଛନ୍ତି । ଏହି ସମ୍ବେଦନଶୀଳ ହତ୍ୟା ମାମଲାର...

Read more

ସମ୍ବାଦପତ୍ର ହକର୍ ମାନଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖରା, ବର୍ଷା, ଶୀତକୁ ଖାତିର ନ କରି ପାଠକମାନଙ୍କ ପାଖରେ ସକାଳୁ ସକାଳୁ ଖବରକାଗଜ ପହଞ୍ଚାଉଥିବା ହକର୍ ମାନଙ୍କ ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଓ ସମ୍ବାଦ ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ଏହି ହକର୍...

Read more

୪ ତାରିଖରେ ବାତ୍ୟା; ୩ ରୁ ୫ ପ୍ରବଳ ବର୍ଷା

ଭୁୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ତାହା ସତ । ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା ବିପଦ । ଆସନ୍ତା ୪ ତାରିଖ ସକାଳେ ବାତ୍ୟା ଓଡ଼ିଶା ଉପକୂଳରେ ପହଞ୍ଚିବ ବୋଲି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି ।...

Read more
Page 527 of 1025 1 … 526 527 528 … 1,025