Our Correspondent

ଆଉ ୧୩୮ ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ୱର: ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ ଟି ଯାକ ଜିଲ୍ଲାର ୧୦୭୫ ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛି । ସାତ ଦିନିଆ କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ଦିନ ଶିଶୁ ଦିବସରେ ବୌଦ୍ଧ, ସୋନପୁର, ଭଦ୍ରକ...

Read more

ଡିସେମ୍ବର ୧ ରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଡିସେମ୍ବର ୧ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଆଜି ବିଧାନସଭା ସଚିବାଳୟ ପକ୍ଷରୁ ଏହାର କାର୍ଯ୍ୟସୂଚୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅଧିବେଶନରେ ସମୁଦାୟ ୨୬ଟି...

Read more

ଭକ୍ତ ଦାସଙ୍କ ଇତିହାସ ଖୋଲିଲା ବିଜେଡ଼ି

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ୍ କରି ଆସୁଥିବା କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କୁ ଆଜି ପ୍ରଶ୍ନବାଣରେ ଛନ୍ଦିଛି ବିଜେଡ଼ି । ଏଥିସହ ଭକ୍ତଙ୍କର ଅତୀତ ଇତିହାସ ପୃଷ୍ଠା ଖୋଲିଛି । ଭକ୍ତ ଆଜି...

Read more

ପ୍ରଥମ ଓଡ଼ିଶା ସିଏଫପି ସାର୍ଟିଫିକାଣ୍ଟ ସମ୍ମିଳନୀ

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ସାର୍ଟିଫାଏଡ୍ ଫାଇନାନସିଆଲ୍ ପ୍ଲାନର(ସିଏଫପି) ସମୂହଙ୍କର ପ୍ରଥମ ଓଡ଼ିଶା ସିଏଫପି ସାର୍ଟିଫିକାଣ୍ଟ ସମ୍ମିଳନୀ ଆଜି ହୋଟେଲ ନ୍ୟୁ ମାରିଅନ୍ ଠାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ସମସ୍ତ ସିଏଫପି ସାର୍ଟିଫିକାଣ୍ଟ ଏହି ସମ୍ମିଳନୀରେ ଯୋଗଦାନ କରି ଓଡ଼ିଶାବାସୀଙ୍କୁ ଆର୍ଥିକ...

Read more

ରିକ୍ସାବାଲାକୁ ଦେଇଦେଲେ କୋଟିଏ ସମ୍ପତ୍ତି

କଟକ: ଅର୍ଥସର୍ବସ୍ୱ ଦୁନିଆରେ ସ୍ୱାର୍ଥପର ମଣିଷଙ୍କର ଅଭାବ ନାହିଁ । ରକ୍ତ ସମ୍ପର୍କର ବାହାରକୁ ଯାଇ ମଣିଷଟି ବିନା ମତଲବରେ କାହାରିକୁ ଟଙ୍କାଟିଏ ମୂର୍ଚ୍ଛିବା କ୍ୱଚିତ ଦେଖିବାକୁ ମିଳେ । ବରଂ ମଣିଷ ଯାହାଠୁ ବେଶୀ ଉପକାର ପାଏ, ତାକୁ ଖୋଜି...

Read more

ବରଗଡ଼ରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୩.୬୪ ଲକ୍ଷ ଲୋକ ଏହି ସୁବିଧା ପାଇବେ । ବରଗଡ ସହିତ ରାଜ୍ୟର...

Read more

ଓଡ଼ିଶା ବନ୍ଦ: କଂଗ୍ରେସ କହିଲା ସଫଳ, ବିଜେଡ଼ି କହିଲା ‘ଜୋକ୍’

ଭୁୁବନେଶ୍ୱର: ମମିତା ମେହେରଙ୍କୁ ନ୍ୟାୟ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଓ ବହିଷ୍କାର ଦାବିରେ ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଧର୍ମଘଟ ଶାନ୍ତିପୂର୍ଣ୍ଣ ଏବଂ ସଫଳ ହୋଇଥିବା କଂଗ୍ରେସ...

Read more
Page 533 of 1025 1 … 532 533 534 … 1,025