ଚାକିରିରୁ ତଡ଼ା ଖାଇଲେ ଆଉ ୮ ଲାଞ୍ଚୁଆ ବାବୁ
ଭୁବନେଶ୍ୱର: ଅସାଧୁ, ଅପରାଗ ଓ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଠୋର ଆଭିମୁଖ୍ୟ ଜାରି ରଖିଛନ୍ତି । ଏହି ଅଭିଯାନରେ ଆଉ ୮ ଜଣ ଅଧିକାରୀଙ୍କୁ ଚାକିରିରୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଛି । ନିକଟରେ ଭିଜିଲାନସ୍...
Read more








