Our Correspondent

କନେଷ୍ଟବଳ ପ୍ରସନ୍ନ ଚାକିରିରୁ ବିଦା

ଭୁବନେଶ୍ୱର: ହୋଟେଲ୍ ସାଉଥ୍ ସିଟି ମାର୍କା କମିଶନରେଟ୍ ପୁଲିସର କରିତକର୍ମା କନେଷ୍ଟବଳ ପ୍ରସନ୍ନ କୁମାର ବେହେରା ଶେଷରେ ଚାକିରିରୁ ବିଦା ହୋଇଛନ୍ତି । ସମ୍ବିଧାନର ଧାରା ୩୧୧(୨)(ବି) ବଳରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଆଜି ତାଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି...

Read more

ବିଜେଡ଼ିରେ ମିଶିବି: ପ୍ରଦୀପ ମାଝୀ

ଭୁୁବନେଶ୍ୱର: ଦୁଇ ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝୀ ବିଜେଡ଼ିରେ ଯୋଗଦେବେ ବୋଲି ଆଜି ନିଷ୍ପତ୍ତି ଶୁଣାଇଛନ୍ତି । ବିଜେଡ଼ି ସରକାର ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାର କହି ମୁଖ୍ୟମନ୍ତ୍ରୀଙ୍କୁ ବର୍ଷ ବର୍ଷ ଧରି ଗାଳି କରୁଥିବା ଏହି ଆଦିବାସୀ ଯୁବନେତା...

Read more

ବିଜେପି ମହିଳା ବ୍ରିଗେଡ୍ ର ଶକ୍ତି ପ୍ରଦର୍ଶନ

ଭୁୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାରୀ ଗୋବିନ୍ଦ ସାହୁ ସହ ଘନିଷ୍ଠ ସମ୍ପର୍କ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ ଓ...

Read more

ସୌମ୍ୟଙ୍କ ପୁଣି ବ୍ଲାକମେଲିଂ !

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ବିଜେଡ଼ି ନେତୃତ୍ୱ ଚିନ୍ତାରେ ଥିବା ବେଳେ ଦଳର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଭୂମିକା ପୁଣିଥରେ ଚର୍ଚ୍ଚାକୁ ଆସିଛି । ମନ୍ତ୍ରୀ ପଦ ପାଇଁ ତାଙ୍କର ପୁରୁଣା...

Read more

ମୟୁରଭଞ୍ଜରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୨୧ ଲକ୍ଷ ୪୦ ହଜାର ଲୋକ ଏହି ସୁବିଧା ପାଇବେ । ପୂର୍ବରୁ ରାଜ୍ୟର...

Read more

କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ

ଭୁୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି । କଂଗ୍ରେସର ହେଭିୱେଟ୍ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦଳ ଛାଡ଼ିଦେଇଛନ୍ତି । କଂଗ୍ରେସର ଏହି କାର୍ଯ୍ୟକାରୀ ସଭାପତି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସୋନିଆ ଗାନ୍ଧୀଙ୍କ...

Read more

ସ୍ଥାନ, କାଳ, ପାତ୍ର ରାଜନୀତି

ଭୁୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ବିଜେପିର ଏକମାତ୍ର ଟାର୍ଗେଟ୍ ହୋଇଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀଙ୍କ ଘନିଷ୍ଠତା ଦୃଷ୍ଟିରୁ ତାଙ୍କର ବହିଷ୍କାର ଓ ଗିରଫ ଦାବି କରୁଛନ୍ତି...

Read more
Page 540 of 1025 1 … 539 540 541 … 1,025