Our Correspondent

ବିଜେପି ଚାପରେ ମୁଖ୍ୟ ନିର୍ବାଚନ ଅଧିକାରୀ!

ଭୁବନେଶ୍ୱର: ବିଜେପି ବିରୋଧରେ ନିର୍ବାଚନ ଆଦର୍ଶ ଆଚରଣ ଉଲ୍ଲଂଘନର ଗଣ୍ଡା ଗଣ୍ଡା ମାମଲା ଆସୁଥିଲା ବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର ବିଜେପି ଚାପରେ ସମ୍ପୂର୍ଣ୍ଣ ଚାପି ହୋଇଯାଇଛନ୍ତି...

Read more

ଲେଖାଶ୍ରୀଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର: ରାଜ୍ୟ ବିଜେପିର ମହିଳା ଫେସ୍ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଏଥର ନିର୍ବାଚନରେ ଲଢ଼ିବାର ସୁଯୋଗ ମିଳିନି । ବାଲେଶ୍ୱର ଲୋକସଭା ଆସନ ତ ଯାଇଥିଲା । ଶେଷରେ ନୀଳଗିରି ଆସନଟି ବି ଚାଲିଗଲା । ବହୁ ପୂର୍ବରୁ ଶୁଣାଯାଉଥିଲା ପିପିଲି...

Read more

କଥା ରଖିପାରିଲେନି ଧର୍ମେନ୍ଦ୍ର

ଭୁବନେଶ୍ୱର: ଆଉ ୧୧ଟି ବିଧାନସଭା ଆସନ ପାଇଁ ଆଜି ବିଜେପିର ପ୍ରାର୍ଥୀ ଘୋଷଣା ହୋଇଛି । ବିଜେପିରୁ ଇସ୍ତଫା ଦେଇ ପୁଣି ବିଜେପିକୁ ଫେରିଥିବା ଟାଣୁଆ ନେତା ବିଜୟ ମହାପାତ୍ର ପାଟକୁରା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଗତଥର ସେ ମହାକାଳପଡ଼ାରୁ ବିଜେପି...

Read more

ଟିକେଟ ପାଇଲେନି ଦେବାଶିଷ ନାୟକ, ଶଶୀ ବେହେରା

ଭୁବନେଶ୍ୱର: କଟକ ଲୋକସଭା ଆସନ ସମେତ ୯ଟି ବିଧାନସଭା ଆସନ ପାଇଁ ବିଜେଡ଼ି ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । କଟକରୁ ପୁନର୍ବାର ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରାଯାଇଛି । ସବୁଠାରୁ ବଡ଼ କଥାଟି ହେଲା, ବରୀ ଆସନ ଦଖଲରେ ରହିଥିବା...

Read more

ପିପିଲିରୁ ପୁଣି ମହାରଥୀ, ଦାମଙ୍କୁ ଫାଇଟ୍ ଦେବେ ରଘୁନନ୍ଦନ

ଭୁବନେଶ୍ୱର: ପିପିଲିରେ ପ୍ରଦୀପ ମହାରଥୀଙ୍କ ଉପରୁ ଭରସା ତୁଟାଇ ପାରିନାହାନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କୁ ପୁନର୍ବାର ସେଠାରୁ ପ୍ରାର୍ଥୀ କରାଯାଇଛି । ପିପିଲି ଗଣଦୁଷ୍କର୍ମ ମାମଲାରେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସେ ଅଡୁଆରେ ଥିଲେ ।...

Read more

ବିଜେଡ଼ିରୁ ବିଦାୟ ନେଲେ ରଘୁ ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଆଜି ବିଜୁ ଜନତା ଦଳରୁ ସମ୍ପର୍କ ଛିନ୍ନ କରିଛନ୍ତି । ବିଜେଡ଼ି ଉପସଭାପତି ଏବଂ ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ଉଠା...

Read more

ପୁଅକୁ ଟିକେଟ ମିଳିଲାନିି ବୋଲି..

ଭୁୁବନେଶ୍ୱର: ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଛନ୍ତି । ତାଙ୍କ ପୁଅକୁ ନବୀନ ପଟ୍ଟନାୟକ କାହିଁକି ଟିକେଟ ଦେଲେନି ସେହି ରାଗରେ ସେ ଦଳ ଛାଡ଼ିଦେଲେ । ବିଜେଡ଼ି ସହ ସମ୍ପର୍କ...

Read more
Page 559 of 764 1 558 559 560 764