“ଭୋଟ ଚୋର ଗାଦି ଛାଡ଼”; କଂଗ୍ରେସ ଭବନରେ ଫ୍ଲାଗ ଅଫ କାର୍ଯ୍ୟକ୍ରମ
ଭୁବନେଶ୍ୱର: କଂଗ୍ରେସର ସର୍ବମାନ୍ୟ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗତ ଅଗଷ୍ଟ ୭ ତାରିଖ ଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ପ୍ରମାଣ ଦେଇ, ନିର୍ବାଚନ ଆୟୋଗଙ୍କ ସହଯୋଗରେ ବ୍ୟାପକ ହେରଫେର ଓ ଭୋଟ ଜାଲିଆତି...
Read more








