ଲୋକ ଗୋଡ଼େଇଲେ, ବିଲରେ ଲୁଚିଲେ ଲିକୁ ସାହୁ!
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ବିଜେପି ମାମଲତକାର ଥିଲେ ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ଓରଫ୍ ଲିକୁ ସାହୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୋମନା ବ୍ଲକ୍ ର ସମ୍ପୂର୍ଣ୍ଣ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା । ରାଜ୍ୟର ବିଜେପି ଜମାନାରେ...
Read more








