Our Correspondent

ଦେବାଶିଷ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ଦୁଇବର୍ଷ ତଳେ ବିଜେଡି ଟିକେଟ୍ ରେ ୬ ବର୍ଷ ପାଇଁ ରାଜ୍ୟସଭା ଯାଇଥିଲେ ଦେବାଶିଷ ସାମନ୍ତରାୟ । ଏବେ ବିଜେପି ଟିକେଟରେ ରାଜ୍ୟସଭା ଯାଇ ବାକି ଚାରି ବର୍ଷ ପୂରଣ କରିବେ । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ...

Read more

‘ଜୁନ୍ ୪’ ହିସାବ ନିକାଶ

ଭୁବନେଶ୍ୱର: ଆଜି ହେଉଛି ଜୁନ୍ ୪ । ଠିକ୍ ଦୁଇବର୍ଷ ତଳେ ୨୦୨୪ ମସିହାର ଆଜିର ଦିନରେ ଓଡ଼ିଶାର ୨୪ ବର୍ଷର ବିଜେଡି ସରକାରର ପତନ ଘଟିଥିଲା । ସାଧାରଣ ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯାଇଥିଲା । ଏହି ବିଶେଷ...

Read more

କୋଷ୍ଟାଲ୍ ହାଇୱେକୁ ମଞ୍ଜୁର

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ୯୦ ନଂ ଜାତୀୟ ରାଜପଥ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଗ୍ରୀନଫିଲ୍ଡ 'କୋଷ୍ଟାଲ ହାଇୱେ' ନିର୍ମାଣ ପାଇଁ ମଞ୍ଜୁର ମିଳିଛି...

Read more

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୯୬% ସମାଧାନ ଦାବିର ସତ୍ୟତା କେତେ: ବିଜେଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିରେ ୯୬ ପ୍ରତିଶତ ଲୋକ ସମସ୍ୟା ସମାଧାନ ହେଉଛି ବୋଲି ବିଜେପି ସରକାର ଦାବି କରିଛି । କିନ୍ତୁ ବାସ୍ତବରେ ଏହି ସମସ୍ୟାର କେତେଦୂର ସମାଧାନ ହୋଇଛି ସରକାର ଏହାର ସ୍ପଷ୍ଟିକରଣ ରଖନ୍ତୁ ବୋଲି ବିଜେଡି କହିଛି...

Read more

ବୈଷୟିକ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି

ଭୁବନେଶ୍ୱର: ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତି କାର୍ଯ୍ୟକାରୀ...

Read more

ଧର୍ମେନ୍ଦ୍ରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର: ନିଟ୍, ସିବିଏସଇ, ଏସଏସି ଏବଂ ସିୟୁଇଟି ଭଳି ଚାରି ଚାରିଟା ପରୀକ୍ଷା ପରିଚାଳନା ତ୍ରୁଟି ଓ ବିଭ୍ରାଟକୁ ନେଇ ସାରା ଦେଶରେ ଝଡ଼ ବହୁଥିବା ବେଳେ ଆଜି ବିଜେଡି ଏହି ପ୍ରସଙ୍ଗରେ ମୁହଁ ଖୋଲିଛି । ଦଳ ପକ୍ଷରୁ ଏକ...

Read more

ଏଜିଙ୍କୁ ସୁପ୍ରିମ୍ କୋର୍ଟଙ୍କ ଭର୍ତ୍ସନା

ଭୁବନେଶ୍ୱର: ସୁପ୍ରିମ୍ କୋର୍ଟରେ ଲଢ଼ୁଥିବା ଏକ ମାମଲାରେ ଓଡ଼ିଶା ସରକାରଙ୍କୁ ଲଜ୍ଜିତ ହେବାକୁ ପଡ଼ିଛି । ସରକାରଙ୍କ ପକ୍ଷ ରଖିବାକୁ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଦୀର୍ଘ ୧ ଘଣ୍ଟା ସମୟ ନେଇଥିଲେ ମଧ୍ୟ ବିଚାରପତିଙ୍କୁ ସ୍ପଷ୍ଟତା ଦେଇପାରି ନ ଥିଲେ...

Read more
Page 6 of 977 1 5 6 7 977