Our Correspondent

କ୍ୟାନସର ହସ୍ପିଟାଲ୍, ପାଲିଏଟିଭ୍ କେୟାର ସେଣ୍ଟର ପାଇଁ ଏମଓୟୁ

ଭୁବନେଶ୍ୱର: ଭୁବନେଶ୍ୱରରେ ୫୦୦ ଶଯ୍ୟା ବିଶିଷ୍ଟ ବାଗଚୀ-ଶ୍ରୀ ଶଙ୍କର କ୍ୟାନସର୍ ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ପାଲିଏଟିଭ(କରୁଣାଶ୍ରୟ) କେୟାର ସେଣ୍ଟର ପାଇଁ ଆଜି ଏମଓୟୁ ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନଠାରେ ରାଜ୍ୟ ସରକାର,...

Read more

ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଆଉ ନାହାନ୍ତି । ଭୁବନେଶ୍ୱର ଆପୋଲ୍ ହସ୍ପିଟାଲ୍ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କୋଭିଡ୍ ରେ ଆକ୍ରାନ୍ତ ହୋଇ ସେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ ।...

Read more

ବାଲେଶ୍ୱର ପ୍ରତିଶ୍ରୁତି ପାଳନ କଲେ ନବୀନ

ଭୁବନେଶ୍ୱର: ଗତ ଉପନିର୍ବାଚନ ବେଳେ ବାଲେଶ୍ୱରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୫୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ଆଜି...

Read more

ଧର୍ମେନ୍ଦ୍ର ଟିହାଇଲେ, ବବି ବୁଝାଇଦେଲେ

ଭୁବନେଶ୍ୱର: ତିନି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରୁ ଭର୍ତ୍ତୃହରି ମହତାବଙ୍କ ଉଚ୍ଚ ପ୍ରଶଂସା ଶୁଣିବାକୁ ମିଳିଥିଲା । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିବାକୁ ଯାଇ ଆଉ ଦୁଇପାଦ ଆଗେଇଗଲେ । ପ୍ରଜାତନ୍ତ୍ର ବିଷୁବ ମିଳନ...

Read more

ଦୁଇଟି ବିଶ୍ୱସ୍ତରୀୟ କ୍ୟାନସର୍ ପ୍ରତିଷ୍ଠାନ ପାଇଁ ୩୪୦ କୋଟି ଦାନ କଲେ ବାଗଚୀ ଦମ୍ପତ୍ତି

ଭୁବନେଶ୍ୱର: ଓଡ଼ିଶାକୁ ଦୁଇଟି ବିଶ୍ୱସ୍ତରୀୟ କ୍ୟାନସର୍ ପ୍ରତିଷ୍ଠାନ ଆଣିବାକୁ ଯାଉଛନ୍ତି ବାଗଚୀ ଦମ୍ପତ୍ତି । ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଏବଂ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ନିଜସ୍ୱ ସମ୍ପତ୍ତିରୁ...

Read more

ରୁଦ୍ରଙ୍କ ପାଇଁ ପ୍ରଚାର କଲେ ନବୀନ

ଭୁବନେଶ୍ୱର/ପିପିଲି: ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬ ଟି ଜିଲ୍ଲା ପରିଷଦ ଜୋନ୍ ରେ ଭର୍ଚୁଆଲ୍ ପ୍ରଚାର କରି ମୁଖ୍ୟମନ୍ତ୍ରୀ ପିପିଲି-ଡେଲାଙ୍ଗବାସୀଙ୍କଠାରୁ...

Read more

ହାଇଦର ପତ୍ତା ପାଉନି ପୁଲିସ, ସହଯୋଗୀ ୟାକୁବ୍ ର ଆତ୍ମସମର୍ପଣ

ଭୁବନେଶ୍ୱର: ଇତିମଧ୍ୟରେ ୩୬ ଘଣ୍ଟା ବିତିଗଲାଣି । ମାତ୍ର ହାଇଦରର ପତ୍ତା ପାଉନି ପୁଲିସ । ସେ ଓଡ଼ିଶାରେ ଅଛି ନା ବାହାରକୁ ପଳେଇଛି ତାହାର ସାମାନ୍ୟତମ ଟେର୍ ମିଳୁନି । ତିନି ଜିଲ୍ଲାର ଏସପିଙ୍କ ସମେତ କମିଶନରେଟ୍ ପୁଲିସର ଦକ୍ଷ...

Read more
Page 601 of 1024 1 … 600 601 602 … 1,024