Our Correspondent

୧୯ରୁ କଲେଜ, ବିଶ୍ୱବିଦ୍ୟାଳୟ କ୍ଲାସ୍ ବନ୍ଦ

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଫଲାଇନ୍ କ୍ଲାସ୍ ବନ୍ଦ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ...

Read more

ଶନିବାର, ରବିବାର ଶ୍ରୀମନ୍ଦିର ବନ୍ଦ

ପୁରୀ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଶ୍ରୀମନ୍ଦିର ଦର୍ଶନ ଉପରେ କଟକଣା ଫେରିଛି । ଏଣିକି ପ୍ରତି ଶନି ଓ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଆସନ୍ତା ୨୪ ତାରିଖଠାରୁ ଏହି କଟକଣା ଲାଗୁ ହେବ ।...

Read more

୧୨୦ ଘଣ୍ଟାର ‘ଅପରେସନ୍ ହାଇଦର’

ଭୁବନେଶ୍ୱର: ମୋଷ୍ଟ ୱାଣ୍ଟେଡ୍ ହାଇଦରକୁ ଆଜି ସକାଳେ ବିମାନ ଯୋଗେ ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯାଇଛି । ସିଧାସଳଖ ତାକୁ କଟକ ନିଆଯାଇ ଡିସିପି ଅଫିସ୍ ରେ ଜେରା ଚାଲିଛି । ଏସସିବିରୁ ଫେରାର ପଛରେ କେଉଁମାନେ ତାକୁ ସହଯୋଗ କରିଥିଲେ ଏବଂ...

Read more

ତେଲେଙ୍ଗାନାରୁ ଧରାପଡ଼ିଲା ହାଇଦର

ଭୁବନେଶ୍ୱର: କମିଶନରେଟ୍ ପୁଲିସକୁ ବଡ଼ ସଫଳତା । କଟକ ବଡ଼ ଡାକ୍ତରଖାନାରୁ ଫେରାର ହେବାର ୫ ଦିନ ପରେ ଧରାପଡ଼ିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର । ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ମଟରସାଇକେଲରେ ବୁଲୁଥିବା ହାଇଦରକୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଜି...

Read more

ଶୁକ୍ରବାରଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ

ଭୁୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେବାରେ ଲାଗିଛି । ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ଟପିଥିବା ବେଳେ ଆମ ରାଜ୍ୟରେ ୩ ହଜାର ମୁହାଁ ହୋଇଛି । ଏହି ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର...

Read more

ମାଟ୍ରିକ୍, +୨ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: କରୋନା ଯୋଗୁଁ ଓଡ଼ିଶାରେ ମାଟ୍ରିକ୍ ଓ +୨ ପରୀକ୍ଷା ସ୍ଥଗିତ ହୋଇଛି । ରାଜ୍ୟର ସମସ୍ତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ପରିସ୍ଥିତି...

Read more

ସୋଆ ପକ୍ଷରୁ ‘ସାରୋଳଦାସ ମହାଭାରଥ’ର ପାଠ ଆଧାରିତ ସଂସ୍କରଣ ପ୍ରକାଶିତ

ଭୁବନେଶ୍ୱର : ପଂଚଦଶ ଶତାବ୍ଦୀର ଆଦିକବି ସାରଳା ଦାସଙ୍କ ଦ୍ୱାରା ରଚିତ 'ସାରୋଳଦାସ ମହାଭାରଥ' ମହାକାବ୍ୟର ଦୁଇଟି ପର୍ବର ପାଠ ଆଧାରିତ ସଂସ୍କରଣ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଦ୍ୱାରା ବୁଧବାର ଏକ ସ୍ୱତନ୍ତ୍ର ଉତ୍ସବରେ ଲୋକାର୍ପିତ ହୋଇଯାଇଛି । ଆଦିକବି...

Read more
Page 600 of 1024 1 … 599 600 601 … 1,024