ମେ’ ୧ ରୁ ସମସ୍ତଙ୍କୁ ଟିକା
ନୂଆଦିଲ୍ଲୀ/ଭୁୁବନେଶ୍ୱର: ଆସନ୍ତା ମେ' ୧ ତାରିଖରୁ ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତଙ୍କୁ ମିଳିବ କରୋନା ଟିକା । ଟିକାକରଣର ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି । ଆଜି ଡାକ୍ତରମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ...
Read more








