ତୃତୀୟ ଦିନରେ ବିଧାୟକଙ୍କ ଆତ୍ମହତ୍ୟା ଡ୍ରାମା ଝଡ଼
ଭୁବନେଶ୍ୱର: ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସାନିଟାଇଜର୍ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଜେଡ଼ି ଜିଦ୍ ଧରିଛି । ଅନ୍ୟପକ୍ଷରେ ବିଜେପି ଏହା ମାନିବାକୁ ନାରାଜ...
Read more








