Our Correspondent

ଆନ୍ଧ୍ର ଷଡ଼ଯନ୍ତ୍ର ସଫଳ: ଓଡ଼ିଶାରେ ପଶି ପଞ୍ଚାୟତ ନିର୍ବାଚନ କଲେ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କୁ ବି ଖାତିର କଲାନି ଆନ୍ଧ୍ର । କୋଟିଆ ଏବଂ ଗଞ୍ଜାମ ସୀମାନ୍ତ ଗାଁରେ ଆଜି ପଞ୍ଚାୟତ ନିର୍ବାଚନ କରାଇ ନିଜର ବଳ ଦେଖାଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଏବଂ ଜିଲ୍ଲା ପ୍ରଶାସନ ଜରିଆରେ ନିର୍ବାଚନ ବନ୍ଦ...

Read more

ଏକାମ୍ର କ୍ଷେତ୍ରରେ ଜଳିଲା ପ୍ରତିବାଦର ଦୀପ

ଭୁୁବନେଶ୍ୱର: ଏନଏମଏର ବିବାଦୀୟ ବାଇ-ଲ' ପ୍ରତ୍ୟାହାର ଦାବିରେ ଆଜି ଏକାମ୍ର କ୍ଷେତ୍ରରେ ଜଳିଛି ୧୦ ହଜାର ଦୀପ । ପ୍ରଭୁ ଲିଙ୍ଗରାଜ ମନ୍ଦିର ସାମନାରେ ସେବାୟତମାନଙ୍କ ସହ ହଜାର ହଜାର ରାଜଧାନୀବାସୀ ଏକତ୍ରିତ ହୋଇ ସମୂହ ଦୀପଦାନ ଜରିଆରେ ପ୍ରତିବାଦ ଜଣାଇଛନ୍ତି...

Read more

ନିଖୋଜ ପୋଷ୍ଟରକୁ ନେଇ ବିଜେପିର ଦୁଇଗୋଷ୍ଠୀ ପିଟାପିଟି

ଭୁବନେଶ୍ୱର: ଝାରପଡ଼ା ଅଞ୍ଚଳରେ ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ମରାକୁ କେନ୍ଦ୍ର କରି ବିଜେପିର ଦୁଇଗୋଷ୍ଠୀ ପ୍ରବଳ ପିଟାପିଟି ହୋଇଛନ୍ତି । ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁଯାୟୀ,...

Read more

ସନ୍ଦେହରେ ସାଂସଦ ଅପରାଜିତାଙ୍କ ଭୂମିକା

ଭୁବନେଶ୍ୱର: ଜାତୀୟ ସ୍ମାରକୀ ପ୍ରାଧିକରଣ(ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି) ବାଇ-ଲ' ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିରବତା ଏବେ ଚର୍ଚ୍ଚାର ବିଷୟ । ୧୫ ତାରିଖ ଦିନ ଭୁବନେଶ୍ୱର ଫେରିଲା ପରେ ଅନୁସନ୍ଧାନ କରି ନିଷ୍ପତ୍ତି ନେବେ କହିବା ତାଙ୍କର ଭୂମିକାକୁ...

Read more

ଦେଶଦ୍ରୋହୀ ଈଶ୍ୱରକୁ ଆଜୀବନ ଜେଲ୍

ବାଲେଶ୍ୱର: ବହୁ ଚର୍ଚ୍ଚିତ ଚାନ୍ଦିପୁର ପ୍ରତିରକ୍ଷା କ୍ଷେପଣାସ୍ତ୍ର ଘାଟିର ତତ୍କାଳୀନ ଠିକା ଫଟୋଗ୍ରାଫର ଈଶ୍ୱର ବେହେରାର ଆଇଏସଆଇ ଲିଙ୍କ୍ ପ୍ରମାଣିତ ହୋଇଛି । ବାଲେଶ୍ୱର ଏଡିଜେ କୋର୍ଟ ତାଙ୍କୁ ଦେଶଦ୍ରୋହ ଅପରାଧରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।୨୦୧୪ ଡିସେମ୍ବର ୨୨ରେ ଈଶ୍ୱର...

Read more

ପୁଲିସ ଖୋଲିଲା ମୁଣ୍ଡକାଟ ରହସ୍ୟ

ଭୁୁବନେଶ୍ୱର: ରାଜଧାନୀ ଉପକଣ୍ଠ ଅନ୍ଧାରୁଆ-ଦାସପୁର ରାସ୍ତାକଡରୁ ଗତ ୪ ତାରିଖରେ ଉଦ୍ଧାର ହୋଇଥିବା ମୁଣ୍ଡବିହୀନ ମହିଳାଙ୍କ ପରିଚୟ ଏବଂ କଟାମୁଣ୍ଡ ମିଳିଛି । ଗଣ୍ଡିଠାରୁ ପ୍ରାୟ ୨ କିଲୋମିଟର ଦୂର ଭରତପୁର ଜଙ୍ଗଲରେ ମହିଳାଙ୍କ ମୁଣ୍ଡ ପଡ଼ିଥିଲା । ଦୁଇ ଅଭିଯୁକ୍ତ...

Read more

ବାଇ-ଲ’ ପ୍ରତ୍ୟାହାର ପାଇଁ ୨୪ ଘଣ୍ଟା ମହଲତ୍

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ(ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି) ଜାରି କରିଥିବା ବାଇ-ଲ' ପ୍ରତ୍ୟାହାର ଦାବି ଜୋର୍ ହୋଇଛି । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଖୋାର୍ଦ୍ଧା...

Read more
Page 614 of 1024 1 … 613 614 615 … 1,024