ବିବାହରେ ୨୦୦, ଅନ୍ତେଷ୍ଟିକ୍ରିୟାରେ ୫୦ ଲୋକଙ୍କୁ ଅନୁମତି
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଡିସେମ୍ବର ମାସର ଅନଲକ୍-୭ ଗାଇଡଲାଇନ୍ ଜାରି କରାଯାଇଛି । ଏଥିରେ ସାମାଜିକ ଓ ଧାର୍ମିକ ସମାବେଶକୁ ବାରଣ କରାଯାଇଥିଲା ବେଳେ ବିବାହ ଉତ୍ସବରେ ୨୦୦ ଏବଂ ଅନ୍ତେଷ୍ଟିକ୍ରିୟାରେ ସର୍ବାଧିକ ୫୦ ଜଣ ଲୋକଙ୍କ ଯୋଗଦାନକୁ ଅନୁମତି ଦିଆଯାଇଛି...
Read more








