Our Correspondent

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଉଠାଇନେଲା ମୁମ୍ବାଇ ପୁଲିସ

ମୁୁମ୍ବାଇ: ରିପବ୍ଲିକ୍ ଟିଭି ଏଡିଟର୍-ଇନ୍-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଆଜି ସକାଳେ ମୁମ୍ବାଇ ପୁଲିସ ଘରୁ ଉଠାଇ ନେଇଛି । ୨୦୧୮ ମସିହାରେ ଜଣେ ଇଣ୍ଟେରିୟର୍ ଡିଜାଇନର୍ ଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଆଇପିସିର ଧାରା...

Read more

ପୂର୍ବଥରର ପାଖାପାଖି ହେଲା ଭୋଟହାର

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ମତଦାନ ସମୟ ଶେଷ ହୋଇଛି । ସଂଧ୍ୟା ୬ ଟା ସୁଦ୍ଧା ବାଲେଶ୍ୱରରେ ମତଦାନ ହାର ୭୧% ଥିବା ବେଳେ ତିର୍ତ୍ତୋଲ୍ ରେ ମତଦାନ ହାର ରହିଛି ୬୯.୯% । ତେବେ ଶେଷ ସମୟରେ...

Read more

ଷ୍ଟାନ୍‌ଫୋର୍ଡ ବିଶ୍ୱ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆର ୭ ଗବେଷକ

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନର ୭ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି । ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ  ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହି...

Read more

ପ୍ରସ୍ତୁତି ଶେଷ: ସକାଳ ୭ରୁ ସଂଧ୍ୟା ୬ ମତଦାନ

ଭୁବନେଶ୍ୱର: ମଙ୍ଗଳବାର ଦିନ ବାଲେଶ୍ୱର ଓ ତିର୍ତ୍ତୋଲ୍ ଉପନିର୍ବାଚନ ପାଇଁ ଭୋଟ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଏଥର ମହାମାରୀ କୋଭିଡ୍ ପରିସ୍ଥିତିରେ ଭୋଟ ହେଉଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।...

Read more

ବନ୍ଧା ହେଲେ ଆଉ ଜଣେ ପଣ୍ଡା ମାଫିଆ

ଭୁବନେଶ୍ୱର: ସାରୁଅରେ ଦଳିତ ଜମି ଲୁଟ୍ ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଆଜି ଆଉ ଜଣଙ୍କୁ ଗିରଫ କରିଛି । ତାଙ୍କ ନାଁ ଶିବପ୍ରସାଦ ଶ୍ରୀଚନ୍ଦନ । ଓଟିଭିର ଅନ୍ୟତମ ସଂସ୍ଥା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ ର ସେ...

Read more

ଆରପାରିରେ ପ୍ରସିଦ୍ଧ ଓଡ଼ିଆ ଚଳଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଆଉ ଜଣେ ଉଜ୍ଜଳ ତାରକା ଲିଭିଗଲେ । ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର ଆଉ ନାହାନ୍ତି । ୭୨ ବର୍ଷ ବୟସରେ ଜଟଣୀସ୍ଥିତ ବାସଭବନରେ ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଛି । ତାଙ୍କ...

Read more
Page 642 of 1024 1 … 641 642 643 … 1,024