Our Correspondent

କିମସରେ ଖୋଲିଲା ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ

ଭୁବନେଶ୍ୱର: କରୋନା ସମୟରେ କିମସ ଦ୍ଵାରା ପରିଚାଳିତ ଓଡିଶା କୋଭିଡ ହସପିଟାଲରେ ପାଖାପାଖି ୬ ହଜାର କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ କୋଭିଡ ପରବର୍ତ୍ତୀ ସମସ୍ୟା ନେଇ ରୁଟିନ ଚେକ ଅପ କରିବା...

Read more

ମୁଖିଆଙ୍କ ସୁରକ୍ଷା ପାଇଁ ମିଡ଼ିଆ ଢ଼ାଲ୍

ଭୁବନେଶ୍ୱର: ଜମି କେଳେଙ୍କାରୀରେ ନିଜ ସଂସ୍ଥାର ସିଏଫଓ ତଥା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଗିରଫ ହେବା ପରେ ଓଟିଭି ବାଉଳା ହୋଇଯାଇଛି । ଷଡ଼ଙ୍ଗୀଙ୍କ ପାଇଁ ଯେତିକି ଚିନ୍ତା ନାହିଁ, ଏମଡି ଜାଗୀ ପଣ୍ଡାଙ୍କ ପାଇଁ...

Read more

ବନ୍ଧା ହେଲେ ଓଟିଭି ସିଏଫଓ ଷଡ଼ଙ୍ଗୀ

ଭୁବନେଶ୍ୱର: ବନ୍ଧା ହେଲେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ତଥା ଓଟିଭି ଚିଫ୍ ଫାଇନାନସିଆଲ୍ ଅଫିସର(ସିଏଫଓ) ମନୋରଞ୍ଜନ ଷଡ଼ଙ୍ଗୀ । ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କେଳଙ୍କାରୀରେ ସେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା(ଇଓଡବ୍ଲୁ) ଆଜି...

Read more

ଏଥର ଜାଗରରେ ଝଲସିବ ଏକାମ୍ର କ୍ଷେତ୍ର

ଭୁୁବନେଶ୍ୱର: ଆଗାମୀ ମହାଶିବରାତ୍ରୀରେ ଭକ୍ତମାନେ ନୂଆ ଅନୁଭବ ନେଇ ଏକାମ୍ରକ୍ଷେତ୍ରରୁ ଫେରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ନେଇଥିବା ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ବଡି ଭୋର୍ ରୁ ଏକାମ୍ର କ୍ଷେତ୍ର ଯାଇ ସମସ୍ତ କାର୍ଯ୍ୟର...

Read more

ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ୧୬ ରୁ ଖୋଲିବ ସ୍କୁଲ

ଭୁବନେଶ୍ୱର: ନଭେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲକ୍-୬ ଗାଇଡଲାଇନ୍ ଜାରି କରାଯାଇଛି । ନଭେମ୍ବର ୧୬ ରୁ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗର...

Read more

ଏମାନେ କ’ଣ ଦଲାଲ ସାମ୍ବାଦିକ ନୁହଁନ୍ତି?

ଭୁବନେଶ୍ୱର: ଖାଲି ୱେବ୍ ଚାନେଲ୍ ନୁହେଁ, ବଡ ଟିଭିରେ ବି ମାଳ ମାଳ ନକଲି ସାମ୍ବାଦିକ । ନିକଟରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବିଇଓଙ୍କୁ ଧମକାଇ ବଟି ଅସୁଲ କରୁଥିବା ୩ ଟିଭି, ଖବରକାଗଜ ସାମ୍ବାଦିକଙ୍କୁ ପୁଲିସ ଗିରଫ କରିଛି ।...

Read more

ଭୁବନେଶ୍ୱରରେ ୫୦% ଲୋକଙ୍କଠାରେ ଆଣ୍ଟିବଡି

ଭୁବନେଶ୍ୱର: ଭୁବନେଶ୍ୱରରେ ୫୦ ପ୍ରତିଶତ ଲୋକଙ୍କଠାରେ ସୃଷ୍ଟି ହେଲାଣି ଆଣ୍ଟବଡି । ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେରୁ ଏହି ରିପୋର୍ଟ ଆସିଥିବା ଆରଏମଆରସି ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି ଆଜି ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ ଭୁବନେଶ୍ୱରରେ ୫୦% ଲୋକଙ୍କୁ...

Read more
Page 643 of 1024 1 … 642 643 644 … 1,024