ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନର ଉପକାରିତା ବୁଝାଇଲେ ଅରୁଣ
ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗରେ ପ୍ରଚଳିତ ଅନେକ ଆଇନର ଏବେ ପ୍ରାସଙ୍ଗିକତା ନାହିଁ । ଯେଉଁଥିପାଇଁ ସଂଶୋଧନର ଆବଶ୍ୟକତା ପଡ଼ିଲା । ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ହିଁ ୧୯୮୯ ର ଆବଶ୍ୟକୀୟ ସଂଶୋଧନ ଅଣାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ...
Read more








