Our Correspondent

ଶୁଣାକଥା ପ୍ରଚାର କରିବା ସାମ୍ବାଦିକତା ନୁହେଁ: କେରଳ ହାଇକୋର୍ଟ

“ଶୁଣାକଥା ପ୍ରଚାର କରିବା ସାମ୍ବାଦିକତା ନୁହେଁ । କ’ଣ ପ୍ରକାଶ କରାଯିବ, କ’ଣ କରାଯିବନି ସେଥିପ୍ରତି ସାମ୍ବାଦିକ ସ୍ପର୍ଶକାତର ହେବା ଦରକାର । ସତ୍ୟର ଖୁଲାସା କରିବା ସାମ୍ବାଦିକଙ୍କ ଦାୟିତ୍ୱ । ତେବେ ଖବର ପ୍ରକାଶ କରିବା ପୂର୍ବରୁ ବାସ୍ତବତା ଅନୁଧ୍ୟାନ...

Read more

ବିଶ୍ୱଜିତ୍ ଙ୍କ ପ୍ରଶ୍ନ: ଆମ ଅଡିଓ ପୋଷ୍ଟ୍ ପାଇଁ ଓଟିଭିକୁ କିଏ ଅନୁମତି ଦେଲା?

ଭୁୁବନେଶ୍ୱର: କୋଭିଡ୍ ରୋଗୀଙ୍କ ଚିକିତ୍ସା ସମ୍ପର୍କିତ ଅଡ଼ିଓ ଭାଇରାଲ୍ ଘଟଣାରେ ଗିରଫ ଲକ୍ଷ୍ମୀକାନ୍ତ ବେହେରା ଏବଂ ବିଶ୍ୱଜିତ୍ ମହାନ୍ତି ଆଜି ଜାମିନ୍ ରେ ମୁକୁଳିଛନ୍ତି । ତେବେ ଜେଲ୍ ରୁ ଆସିଲା ପରେ ଗଣମାଧ୍ୟମ ସାମନାରେ ଓଟିଭି ବିରୋଧରେ ବର୍ଷିଛନ୍ତି ବିଶ୍ୱଜିତ୍...

Read more

ପଇସା ଅଭାବରୁ ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ: ମୁଖ୍ୟମନ୍ତ୍ରୀ

ଟେଷ୍ଟିଂ ପାଇଁ ସ୍ବେଚ୍ଛାକୃତ ଭାବେ ଆଗେଇ ଆସିବାକୁ ଜନସାଧାରଣଙ୍କୁ ଆହ୍ବାନ ଭୁବନେଶ୍ବର: ପଇସା ଅଭାବରୁ କେହି ଜଣେ ବି କୋଭିଡ୍‌ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ଭିଡିଓ...

Read more

କରୋନା ମୃତକଙ୍କ ପିଲାଙ୍କୁ କିଟ୍‌ ରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍‌ରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପିଲାଙ୍କୁ କିଟ୍‌ରେ ବିନାଦେୟରେ ପାଠ ପଢ଼ିବା ପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଘୋଷଣା ପରିପ୍ରେକ୍ଷୀରେ କିଟ୍‌ ପକ୍ଷରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି । କିଟ୍‌ ୱେବ୍‌ ସାଇଟ୍‌ରେ...

Read more

ଭାଇରାଲ୍ ଅଡିଓ : ଓଟିଭି ଭାୟା ଅରଟେଲ୍ କର୍ମଚାରୀ

ଭୁବନେଶ୍ୱର: ଓଟିଭି ସୋସିଆଲ୍ ମିଡ଼ିଆରେ ପ୍ରସାରିତ ଅଜଣା ଅଡିଓର ଗୁମର ଖୋଲିଛି । ଓଟିଭି ମାଲିକଙ୍କ ପୁରୁଣା ସଂସ୍ଥା ଓରଟେଲ୍ ର ଜଣେ ଆଇଟି କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଏବଂ ତାଙ୍କ ବନ୍ଧୁ ବିଶ୍ୱଜିତ୍ ମହାନ୍ତିଙ୍କ ମଧ୍ୟରେ ଏହି କଥାବାର୍ତ୍ତା ହୋଇଥିଲା...

Read more

ଦୋଷ ଘୋଡ଼ାଇବା ଚାଲ୍ ରେ ଓଟିଭି

ଭୁବନେଶ୍ୱର: ଦୁଇଜଣ ଅଜଣା ବ୍ୟକ୍ତିଙ୍କ କଥାବାର୍ତ୍ତାର ଅଡିଓ କ୍ଲିପ୍ କୁ ଓଟିଭି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ସେୟାର କରାଗଲା । ଏହି ଦୁଇଜଣ କିଏ ତାହା ସଂସ୍ଥା ଜାଣିନାହାନ୍ତି । ଏହି ଅଡିଓର ସତ୍ୟତା କେତେ ତାହା ଅନୁସନ୍ଧାନ କରାଯାଇନାହିଁ ।...

Read more

ଆଜି ୧୩ ମୃତ,୧୭୩୪ ପଜିଟିଭ୍: ଖୋର୍ଦ୍ଧାରୁ ୩୪୨, ଗଞ୍ଜାମରୁ ୨୨୨

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ୩୦୦ ଟପିଛି କରୋନା । ଖୋର୍ଦ୍ଧାରୁ ସର୍ବାଧିକ ୩୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୨୨୨, କଟକରୁ ୧୭୭, ସୁନ୍ଦରଗଡ଼ରୁ ୧୨୬, ନୟାଗଡ଼ରୁ ୧୦୬ ଆକ୍ରାନ୍ତ ବାହାରିଛନ୍ତି । ଏହିଭଳି ଗତ ୨୪ ଘଣ୍ଟାରେ...

Read more
Page 673 of 1024 1 … 672 673 674 … 1,024