Our Correspondent

ଅର୍ଜୁନ ସେଠୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅଶ୍ରୁଳ ବିଦାୟ ଦିଆଯାଇଛି । ଦଳର ବରିଷ୍ଠ ନେତୃବର୍ଗ ଏବଂ କର୍ମୀମାନେ ତାଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ବିଦାୟ ଜଣାଇଥିଲେ । ପୂର୍ବରୁ...

Read more

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଗତ ୨୪ ଘଣ୍ଟା ଭିତରେ ୧୭ ଟି ଜିଲ୍ଲାରୁ ୧୪୬ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦ ରେ ପହଞ୍ଚିଛି । ନୂଆ...

Read more

ଏସସିବି,ତାଳଦଣ୍ଡା କେନାଲ ରୋଡ୍ କାର୍ଯ୍ୟ ତ୍ୱରାନ୍ୱୟ ପାଇଁ ବ୍ଲୁ ପ୍ରିଣ୍ଟ୍

କଟକ: ଲକ୍ ଡାଉନ୍ ରେ ଅଟକି ଯାଇଥିବା କଟକ ଏସସିବି ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ ଓ ତାଳଦଣ୍ଡା କେନାଲ୍ ରୋଡ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି । ଆଜି କଟକ ସ୍ପେଶାଲ୍ ସର୍କିଟ୍ ହାଉସ୍...

Read more

ଅମାନିଆ ଅପରାଜିତା !!

ଭୁୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ କରିବାର ପୁଣି ଅଭିଯୋଗ ଆସିଛି ଭୁବନେଶ୍ୱର ସାଂସଦ ଅପରାଜତା ଷଡ଼ଙ୍ଗୀଙ୍କ ନାଁରେ । ହଂସପାଳ ଫ୍ଲାଏ ଓଭର୍ ଶିଳାନ୍ୟାସ କରିବାକୁ ଯାଇ ସାମାଜିକ ଦୂରତା ଭାଙ୍ଗିଛନ୍ତି । ଶିଳାନ୍ୟାସ ଉତ୍ସବର ଚିତ୍ର ସବୁ କ୍ୟାମେରାରେ କଏଦ...

Read more

ଅମିତ୍ ଶାହାଙ୍କ ଅବୁଝା ଅଙ୍କ !

ଭୁବନେଶ୍ୱର: ୨୦ ବର୍ଷ ଧରି ବିଜେଡ଼ିର ଅଭେଦ୍ୟ ଗଡ଼ ରହିଥିବା ଓଡ଼ିଶାକୁ ବିଜେପି ଅଭେଦ୍ୟ ଗଡ଼ କରିବ । ମୋଦିଙ୍କ ନେତୃତ୍ୱରେ ବିକାଶଶୀଳ ରାଜ୍ୟ ହେବ ଓଡ଼ିଶା । ବର୍ଷକର ନିରବତା ପରେ ଆଜି ଦିଲ୍ଲୀରୁ ଭର୍ଚୁଆଲ୍ ରାଲି ଜରିଆରେ ଏହି...

Read more

ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶରୁ ଉଦ୍ଧାର ପାଇଲେ ପ୍ରବାସୀ

ଭୁବନେଶ୍ୱର: ବସ୍ କିମ୍ବା ଟ୍ରେନ୍ ଉପଲବ୍ଧ ନ ଥିବା ଦୁର୍ଗମ ଅଞ୍ଚଳରେ ଫସିଥିବା ପ୍ରବାସୀଙ୍କୁ ବିମାନ ଯୋଗେ ଓଡ଼ିଶା ଫେରାଇ ଆଣୁଛନ୍ତି ରାଜ୍ୟ ସରକାର । ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ ଚାଲିଛି । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଜମ୍ମୁ-କଶ୍ମୀର ଏବଂ ହିମାଚଳ...

Read more

‘ବନ୍ଦେ ଉତ୍କଳ ଜନନୀ’ କୁ ରାଜ୍ୟ ସଙ୍ଗୀତ ମାନ୍ୟତା

ଭୁୁବନେଶ୍ୱର: ଶେଷରେ ‘ବନ୍ଦେ ଉତ୍କଳ ଜନନୀ’ କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା । ଆଜି ରାଜ୍ୟ କ୍ୟାବିନେଟ୍ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ବଡ଼ ନିଷ୍ପତ୍ତି ଉପରେ ମୋହର ବାଜିଛି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅନବଦ୍ୟ ସୃଷ୍ଟି...

Read more
Page 701 of 1023 1 … 700 701 702 … 1,023