Our Correspondent

ପୂର୍ବତନ ମନ୍ତ୍ରୀ ସହରାଇ ଓରାମ୍ ଙ୍କ ପରଲୋକ

ଭୁବନେଶ୍ୱର: ଭୁବନେଶ୍ୱର: ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଏକଦା ଡାହାଣ ହାତ ଭାବେ ପରିଚିତ ପୂର୍ବତନ ମନ୍ତ୍ରୀ ସହରାଇ ଓରାମ୍ ଙ୍କର ଆଜି ପରଲୋକ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ବଡ଼ବିଲ ଭଦ୍ରାସାହିସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।...

Read more

ଲକ୍ ଡାଉନ୍ ଦାଦନ ଶ୍ରମିକଙ୍କ ପାରାଦ୍ୱୀପ କ୍ୟାମ୍ପ୍ ବୁଲିଲେ ପାଣ୍ଡିଆନ୍

ଭୁୁବନେଶ୍ୱର: ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଏବଂ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପାରାଦ୍ୱୀପରେ ଫସି ରହିଥିବା ଦାଦନ ଶ୍ରମିକଙ୍କ ଷଣ୍ଢକୁଦ କୋଷ୍ଟ୍ ଗାର୍ଡ କଲୋନୀ କ୍ୟାମ୍ପ୍ ଅଚାନକ ପରିଦର୍ଶନ କରିଥିଲେ । ଲକ୍ ଡାଉନ୍ ପାଇଁ ଏହି କ୍ୟାମ୍ପ୍...

Read more

ଭୁବନେଶ୍ୱର ଷ୍ଟ୍ରାଟେଜି: ୭ଦିନରେ ୫ ହଜାର ସାମ୍ପଲ୍ ଟେଷ୍ଟ

ଭୁବନେଶ୍ୱର: ଓଡ଼ିଶାର କରୋନା ହଟ୍ ସ୍ପଟ୍ ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ଟେଷ୍ଟ୍ ବ୍ୟାପକ ହେବାକୁ ଯାଉଛି । ଆଗାମୀ ୭ ଦିନରେ ୫୦୦୦ ସାମ୍ପଲ୍ ଟେଷ୍ଟ ପାଇଁ ଯୋଜନା କରାଯାଇଛି । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି...

Read more

ଗ୍ରାହକଙ୍କୁ ଇଏମଆଇ ଭେଳିକି !

ଭୁୁବନେଶ୍ୱର: କରୋନା ସଙ୍କଟ ପରିପ୍ରେକ୍ଷୀରେ ବ୍ୟାଙ୍କଗୁଡ଼ିକ ୩ ମାସ ପାଇଁ ଇଏମଆଇ ମୋରାଟୋରିୟମ୍(ବିରତି) ଘୋଷଣା କରିବାକୁ ପରାମର୍ଶ ଦେଇଥିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହି ଖବର ଗ୍ରାହକମାନଙ୍କୁ ଆଶ୍ୱସ୍ତ କରିଥିଲା । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ପରାମର୍ଶକୁ...

Read more

ବଲାଙ୍ଗୀର,ଫୁଲବାଣୀ,ମୟୂରଭଞ୍ଜରେ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ସମଗ୍ର ରାଜ୍ୟରେ ଗୋଟିଏ ପରେ ଗୋଟିଏ କେଭିଡ୍‌-୧୯ ହସ୍‌ପିଟାଲ୍‌ ଖୋଲି ଚାଲିଛି । ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ କିମ୍‌ସ ଦାୟିତ୍ୱରେ ଦିଆଯାଇଥିବା କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ୨ଟି କୋଭିଡ୍‌ ହସ୍‌ପିଟାଲ୍‌ ମଙ୍ଗଳବାରଠାରୁ କାର୍ଯ୍ୟକ୍ଷମ...

Read more

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୪୦ ଲକ୍ଷ ଦେଲେ ଓଡ଼ିଶା ମ୍ୟୁଚୁଆଲ୍ ଫଣ୍ଡସ୍ ଇଣ୍ଡଷ୍ଟ୍ରିଜ୍

ଭୁବନେଶ୍ୱର: କରୋନା ମହାମାରୀ ସଙ୍କଟରେ ଥିବା ରାଜ୍ୟବାସୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶା ମ୍ୟୁଚୁଆଲ୍ ଫଣ୍ଡସ୍ ଇଣ୍ଡଷ୍ଟ୍ରିଜ୍ । ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩,୪୦,୪୧୨ ଟଙ୍କା ପ୍ରଦାନ କରିଛନ୍ତି । କରୋନା ଯୁଦ୍ଧରେ ନିଜକୁ ସାମିଲ କରି ଗର୍ବ ଅନୁଭବ...

Read more

କରୋନା ମାଡ଼ରେ ଲେୟାର ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ

ଭୁବନେଶ୍ୱର: କରୋନା ମହାମାରୀ ପରିପ୍ରେକ୍ଷୀରେ ଓଡିଶାରେ ଅଣ୍ଡା ଉତ୍ପାଦନ କରୁଥିବା ଲେୟାର ଚାଷୀମାନଙ୍କ ମେରୁଦଣ୍ଡ ଦୋହଲି ଗଲାଣି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରାଜ୍ୟରେ ୨୦ହଜାର ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇଥିବା ଏହି ଶିଳ୍ପ ଏବେ ତିଷ୍ଠି ରହିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ...

Read more
Page 733 of 1023 1 … 732 733 734 … 1,023