Our Correspondent

ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ ଶାଳିନୀ ପଣ୍ଡିତ

ଭୁବନେଶ୍ୱର: ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଆଜିର ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ଓଡ଼ିଶାରେ କରୋନା ସଂକ୍ରମଣର ସ୍ଥିତି, ଲକ୍ ଡାଉନ୍ ର ଆବଶ୍ୟକତା ଓ ଏହାର ସୁଫଳ ଆଦି ସମ୍ପର୍କରେ ବିସ୍ତୃତ...

Read more

କ୍ୱାରେଣ୍ଟାଇନ୍ ରେ ନେତା !

ଭୁୁବନେଶ୍ୱର: ଆମ ନେତାଙ୍କର ଅସଲ ଚେହେରା ଖୋଲିଦେଇଛି ଏହି କରୋନା । ଲକ୍ ଡାଉନ୍ ଯୋଗୁଁ ସାଧାରଣ ଜନତା କାମଧନ୍ଦା ରୋଜଗାର ହରାଇ ହାହାକାର ଜୀବନ କାଟୁଥିବା ବେଳେ ହାତଗଣତି ବିଧାୟକ, ସାଂସଦଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କର ଦେଖାନାହିଁ । ଲକ୍ ଡାଉନ୍...

Read more

କେନ୍ଦ୍ରାପଡ଼ାରେ ସମ୍ ପରିଚାଳିତ ୧୧୦ ଶଯ୍ୟାର କୋଭିଡ୍ ହସ୍ପିଟାଲ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହଯୋଗରେ ଭୁବନେଶ୍ୱରରେ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ର ପରିଚାଳନା କରୁଥିବା ସମ୍ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କୋଭିଡ୍ ହସ୍ପିଟାଲ୍ କାମ ହାତକୁ ନେଇଛି । ଏହିକ୍ରମରେ ଗତକାଲିଠାରୁ କେନ୍ଦ୍ରାପଡ଼ାରେ ୧୧୦...

Read more

ହାଟ, ବଜାର, ରିଲାଏନ୍ସ ଫ୍ରେସ୍ ବୁଲିଛନ୍ତି ବମିଖାଲ ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱର ବମିଖାଲ ଓ ଝାରପଡ଼ାରୁ ଚିହ୍ନଟ ୪ କରୋନା ଆକ୍ରାନ୍ତ( କେସ୍ ନଂ ୫୭,୫୮,୫୯,୬୦) ଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଜାରି ହୋଇଛି । ଜାଣନ୍ତୁ, କିଏ କେଉଁଠାକୁ ଯାଇଛନ୍ତି । କେସ୍ ନଂ-୫୭: ୫୦ ବର୍ଷୀୟ ଏହି ବ୍ୟକ୍ତି ୭,୮,୨୨...

Read more

ଭୁବନେଶ୍ୱରରୁ ପୁଣି ୪ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୬୦

ଭୁବନେଶ୍ୱର: କାଲି ୫୬୪ ଜଣଙ୍କ ସାମ୍ପଲ୍ ଟେଷ୍ଟ ହୋଇଥିଲା । ଯାଜପୁରରୁ ଜଣେ ଏବଂ ଭୁବନେଶ୍ୱରରୁ ୪ ଜଣଙ୍କର ପଜିଟିଭ୍ ବାହାରିଛି । ଅର୍ଥାତ୍ ୨୪ ଘଣ୍ଟାରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଗତକାଲି ଯାଜପୁର...

Read more

ଅଭ୍ୟାସଗତ ଅପରାଧୀଙ୍କ ପ୍ରତି କଠୋର ହେଲେ ମୁଖ୍ୟମନ୍ତ୍ରୀ

ଚାଷୀଙ୍କୁ ଅସୁବିଧାରେ ନ ପକାଇବା ପାଇଁ ପୁଲିସକୁ ନିର୍ଦ୍ଦେଶ ଭୁବନେଶ୍ୱର: ଅଭ୍ୟାସଗତ ଅପରାଧୀଙ୍କ ପ୍ରତି କଠୋର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପରିସ୍ଥିତି ବେଳେ ପାରିବାରିକ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ଅପରାଧୀଙ୍କ ବିରୋଧରେ ଦୃଢ଼...

Read more

୫୬ ନଂ ଆକ୍ରାନ୍ତଙ୍କ ଘର ଯାଜପୁର, କୋଲକତାରୁ ଫେରିଥିଲେ

ଯାଜପୁର: ଗତକାଲି ଚିହ୍ନଟ ହୋଇଥିବା ରାଜ୍ୟର ୫୬ ନଂ କରୋନା ଆକ୍ରାନ୍ତଙ୍କ ଘର ଯାଜପୁର ଜିଲ୍ଲାରେ । ଯାଜପୁରର ଏହା ଦ୍ୱିତୀୟ ପଜିଟିଭ୍ କେସ୍ । ଜିଲ୍ଲାପାଳ ଆଜି ଏହି ନୂଆ ଆକ୍ରାନ୍ତଙ୍କ ଟ୍ରାଭେଲ୍ ବିବରଣୀ ଦେଇଛନ୍ତି । ସଂପୃକ୍ତ ବ୍ୟକ୍ତିଙ୍କ...

Read more
Page 734 of 1023 1 … 733 734 735 … 1,023