Our Correspondent

ଭାଙ୍ଗିଗଲା ବିଜେପିର ମୁହଁ ଫୁଟାଣି

ଦିଲ୍ଲୀ ଫଳାଫଳ(ଅପରାହ୍ନ ୫.୧୫ ସୁଦ୍ଧା) ଆମ୍ ଆଦମୀ ପାର୍ଟି- ୬୩ ଭାରତୀୟ ଜନତା ପାର୍ଟି- ୦୭ କଂଗ୍ରେସ- ୦୦ ଭୁବନେଶ୍ୱର: ୧୦ ମାସ ତଳେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦି ଓ ତାଙ୍କ ବିଜେପିକୁ ଦେଶବାସୀ ଅକୁଣ୍ଠ ସମର୍ଥନ ଦେଇ...

Read more

ବିଜେପିକୁ ଧୂଳି ଚଟେଇଲା ଆପ୍

. ତାକତ୍ ଦେଖାଇଲେ କେଜ୍ରିୱାଲ୍ . ଏକଜିଟ୍ ପୋଲ୍ ହେଲା ଏକଜାଟ୍ ପୋଲ୍ ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ନେଇ ବିଭିନ୍ନ ଗଣମାଧ୍ୟମ ଓ ଏଜେନ୍ସୀ ଦ୍ୱାରା କରାଯାଇଥିବା ଏକଜିଟ୍ ପୋଲ ଆକଳନ ସତ ପ୍ରମାଣିତ ହୋଇଛି । ଅରବିନ୍ଦ କେଜ୍ରିୱାଲ୍...

Read more

ନୋଇଡ଼ାରେ ମୃତ ଓଡ଼ିଆ ଶ୍ରମିକଙ୍କୁ ଜନ୍ମମାଟି ଆଣିଲା ‘ମୋ ପରିବାର’

ଭୁବନେଶ୍ୱର: ‘ଓଡ଼ିଶା-ମୋ ପରିବାର’ ଅଭିଯାନରେ ପୁଣି ଏକ ସଫଳତା ଯୋଡ଼ି ହୋଇଛି । ଜାପାନର ଟୋକିଓ ସହରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ଯୁବକଙ୍କ ମରଶରୀରକୁ ଗତକାଲି ଫେରାଇ ଅଣାଯାଇଥିବା ବେଳେ ଆଜି ନୋଇଡାରୁ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ...

Read more

ଆକର୍ଷଣୀୟ ରୂପ ନେବ ତଳସରି, ଉଦୟପୁର

ଭୁବନେଶ୍ୱର: ଆଖିଦୃଶିଆ ବିକାଶ ଅଭାବରୁ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢ଼ୁଆଳରେ ଥିବା ତଳସରି ଓ ଉଦୟପୁର ଏବେ ନୂଆ ରୂପରେ ଶୋଭା ପାଇବ । ବଙ୍ଗୋପସାଗର ଉପକୂଳରେ ଥିବା ବାଲେଶର ଜିଲ୍ଲାର ଏହି ଦୁଇଟି ରମଣୀୟ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି...

Read more

୧୦ ଜଣ ଜଳିଲା ପରେ ମନ୍ତ୍ରୀଙ୍କ ଚେତା ପଶିଲା

୪ ଇଂଜିନିୟର ନିଲମ୍ବିତ ଭୁବନେଶ୍ୱର: ବିଦ୍ୟୁତ ବିଭାଗ ଶୋଇଥିଲା । ୧୦ ଜଣଙ୍କ ଜୀବନ ଚାଲିଗଲା ପରେ ଯାଇ ଚେତା ପଶିଲା । ଗତକାଲି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ୧୧ କେଭି ତାର ଲାଗି ୧୦ ଜଣ...

Read more

ଜାଭିୟର୍ ରୁରାଲ୍ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପିଆର୍ ଟ୍ରେନିଂ

ଭୁୁବନେଶ୍ୱର: ମାନବ ସମାଜର ବିକାଶ ପାଇଁ ଯୋଗାଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେବେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ଏହି ଯୋଗାଯୋଗର ବିଶେଷ ତାରମତ୍ୟ ପରିଲକ୍ଷିତ ହେଉଛି । ଯୋଗାଯୋଗରେ ରହିଥିବା ଏହି ବିରାଟ ପାର୍ଥକ୍ୟକୁ କିଭଳି ହ୍ରାସ୍ କରାଯାଇପାରିବ,...

Read more

ଜାପାନରୁ ଦୁଇ ଓଡ଼ିଆଙ୍କ ଶବ ଆଣିବାରେ ସହଯୋଗ କଲା ‘ମୋ ପରିବାର’

ଭୁବନେଶ୍ୱର: ଜାପାନ ଟୋକିଓ ସହରର ଏକ ହୋଟେଲରେ ରୋଷେୟା କାମ କରୁଥିବା ଦୁଇ ଓଡ଼ିଆ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେମାନେ ହେଲେ ବାଲେଶ୍ୱର କମର୍ଦ୍ଦାର ଶେଖ୍ ମଣ୍ଟାଜ୍ ଏବଂ ଯାଜପୁର ବଡ଼ଚଣାର ଶେଖ୍ ବାହାରୁଦ୍ଦିନ୍ । ରୋଷେଇ କରୁଥିବା...

Read more
Page 761 of 1023 1 … 760 761 762 … 1,023