ଚିହ୍ନା ହେଲେଣି ଜେଏନୟୁ ହମଲାର ମାଷ୍ଟରମାଇଣ୍ଡ!
ନୂଆଦିଲ୍ଲୀ: ଜେଏନୟୁ କ୍ୟାମ୍ପସରେ ପଶି ହମଲା କରିଥିବା ମୁଖାପିନ୍ଧା ଦୃବୃର୍ତ୍ତମାନେ କିଏ? ବିଜେପିର ଛାତ୍ର ସଂଗଠନ ଏବିଭିପି ନା ବାମପନ୍ଥୀ ଏସଏଫଆଇ, ଏଆଇଏସଏ ଏବଂ ଡିଏସଏଫ ସମର୍ଥକ? ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ସୋସିଆଲ୍ ମିଡ଼ିଆକୁ ଆସିଥିବା ମେଳି ପୂର୍ବର ପ୍ରସ୍ତୁତି ଫଟୋ...
Read more








