Our Correspondent

ଚମକିବା ପୂର୍ବରୁ ବୁଲିଲା ବୁଲଡୋଜର୍

ଭୁବନେଶ୍ୱର: ଦିଲ୍ଲୀରେ ସାଂସଦମାନଙ୍କ ପାଇଁ ଯେଉଁଭଳି ରହଣୀ ସୁବିଧା ରହିଛି, ଏଠି ଆମ ବିଧାୟକମାନଙ୍କୁ ସେଇ ସୁବିଧା ଯୋଗାଇ ଦିଆଯିବ । ପୁରୁଣା ବିଧାୟକ କଲୋନୀର ୧୨ ଏକର ଜାଗାରେ ଗଢ଼ି ଉଠିବ ୧୦ ମହଲାର ଅତ୍ୟାଧୁନିକ ଆପାର୍ଟମେଣ୍ଟ । ଏହି...

Read more

ବାକି ଟଙ୍କା ନଦେଲେ ଜାନୁଆରୀ ୧୫ରୁ ଲାଇନ୍ କଟିବ

ଭୁବନେଶ୍ୱର: ଯାହାର ଯାହା ବିଦ୍ୟୁତ ବିଲ୍ ବାକି ଅଛି, ତାହାକୁ ମାସେ ଭିତରେ କ୍ଲିୟର୍ କରିବାକୁ ପଡ଼ିବ । ନ ଦେଲେ ଜାନୁଆରୀ ୧୫ ରୁ ବିଜୁଳି ଲାଇନ୍ କାଟି ଦିଆଯିବ । ଘରୋଇ, ଶିଳ୍ପସଂସ୍ଥା କେହି ଛାଡ଼ ପାଇବେନି ।...

Read more

କୁନି କୁନି ପ୍ରତିଭାଙ୍କୁ ଦେଖି ଭାବପ୍ରବଣ ହେଲେ ଆନ୍ଧ୍ର ରାଜ୍ୟପାଳ

‘ଦିବ୍ୟାଙ୍ଗ ମହୋତ୍ସବ ୨୦୧୯’ ଭୁବନେଶ୍ୱର: କୁନି କୁନି ପିଲା । କଅଁଳିଆ ମନ । କାହା ପାଇଁ ଦୁନିଆ ଅନ୍ଧାର ତ ଆଉ କାହା ପାଇଁ ଜଡ଼ । କିଏ ଦୁନିଆକୁ ଦେଖି ଶୁଣି ପାରୁଥିଲେ ବି ଭାବ ପ୍ରକାଶ କରିବାରୁ...

Read more

ଟାମ୍ପରିଂ କରି ଧରାପଡ଼ିଲା ନ୍ୟୁଜ୍ 7 !

ଭୁୁବନେଶ୍ୱର: ଟିଆରପି ଦୃଷ୍ଟିରୁ ବର୍ଷ ବର୍ଷ ଧରି ଓଡ଼ିଆ ଟିଭି ଚାନେଲ୍ ଜଗତରେ ଦୁଇ ନମ୍ବର ସ୍ଥାନ ପାଉଥିବା ନ୍ୟୁଜ୍ 7 ଚାନେଲ୍ କିଛି ମାସ ହେଲା ଚତୁର୍ଥ ସ୍ଥାନକୁ ଖସିଆସିଛି । ଚାନେଲ୍ ର ଏଭଳି ଅଧୋପତନକୁ ନେଇ ମିଡ଼ିଆ...

Read more

ପୁଲିସ ଡିଜି ଦାୟିତ୍ୱ ନେଲେ ଅଭୟ

କଟକ: ୧୯୮୬ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଭୟ ଆଜି ଅପରାହ୍ନରେ ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୁଲିସ ମୁଖ୍ୟାଳୟରେ ଅନ୍ତରୀଣ ଡିଜି ସତ୍ୟଜିତ୍ ମହାନ୍ତିଙ୍କଠାରୁ ସେ ଆନୁଷ୍ଠାନିକ ଭାବେ କାର୍ଯ୍ୟ ସମ୍ଭାଳିଛନ୍ତି । ବିଜୟ କୁମାର ଶର୍ମାଙ୍କୁ...

Read more

ହାଇଦ୍ରାବାଦ, ଉନ୍ନାଓ ଘଟଣା ଚେତାଇବ ତ?

ଭୁବନେଶ୍ୱର: ବର୍ଷକ ତଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଉତ୍ତରପ୍ରଦେଶ ଉନ୍ନାଓର ଯୁବତୀ ଆଖି ବୁଜିଦେଲେ । ସୈତାନ୍ ମାନେ ତାଙ୍କୁ ଜିଅନ୍ତା ଜାଳି ହତ୍ୟା କରିବାରେ ସଫଳ ହେଲେ । ଶୁକ୍ରବାର ରାତିରେ ଏହି ପୀଡ଼ିତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀର ସଫଦରଜଙ୍ଗ...

Read more

୬ ଜିଲ୍ଲା ପାଇଁ ସ୍ୱାସ୍ଥ୍ୟ ପ୍ୟାକେଜ୍

ଭୁବନେଶ୍ୱର: ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ୍ ଘୋଷଣା କରିଛନ୍ତି । ‘ମୋ ସରକାର’ କାର୍ଯ୍ୟକ୍ରମରେ ଏହିସବୁ ଜିଲ୍ଲାକୁ ବରିଷ୍ଠ ଅଧିକାରୀମାନଙ୍କ ଗସ୍ତ ରିପୋର୍ଟକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ...

Read more
Page 775 of 1023 1 … 774 775 776 … 1,023