Our Correspondent

ବିଜେପୁର: ଉପରେ ଦମ୍ଭ, ଭିତରେ ଟଳମଳ

ଭୁବନେଶ୍ୱର: ବିଜେପୁରରେ ବିଜେଡ଼ି ଭଲ ଭୋଟ ବ୍ୟବଧାନରେ ଜିତିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଯିବା ପୂର୍ବରୁ ଦମ୍ଭ ଦେଖାଇଛନ୍ତି । ୧୫ରୁ ୨୦ ହଜାର ଭୋଟ ବ୍ୟବଧାନରେ ଜିତିବୁ ବୋଲି ଦଳର ନେତାମାନେ ବେଟ୍ ମାରୁଛନ୍ତି ।...

Read more

ଓଟିଭି ଝଡ଼..କେତେ ସତ କେତେ ମିଛ

ଭୁବନେଶ୍ୱର: ଓଟିଭି ଯାହା ଖବର କରୁଛି ତାହା ସବୁ ଲୋକ ଦେଖୁଛନ୍ତି । ଅପାଠୁଆ ମୂର୍ଖ ଲୋକ ବି କହିଲେଣି, ଓଟିଭି ବିଜେଡ଼ି ପଛରେ ପଡ଼ିଛି । ଓଟିଭି ପାଣ୍ଡିଆନ୍ ପଛରେ ପଡ଼ିଛି.. । ସୁତରାଂ ଏଥିରେ କଳିକଜ୍ଜା, ବାଦବିବାଦ କାହିଁକି ବୋଲି...

Read more

ମାର୍ଚ୍ଚରେ କାମଚଳା ବଜେଟ୍

ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେସନ ଆସନ୍ତା ମାର୍ଚ୍ଚ ତୃତୀୟ ସପ୍ତାହରେ ଆରମ୍ଭ ହେବ । ତେବେ ଏଥିରେ ସମ୍ପୂର୍ଣ୍ଣ ବଜେଟ୍ ଆସିବ ନାହିଁ । ଅଧିବେସନରେ ଦୁଇମାସର କାମଚଳା ବଜେଟ୍(ଭୋଟ୍ ଅନ୍ ଆକାଉଣ୍ଟ୍) ଗୃହୀତ ହେବ । ବିଧାନସଭା ସଚିବାଳୟ ପକ୍ଷରୁ...

Read more

‘ନିଉଜ୍ ନୁହେଁ, ପେଡ୍ ନିଉଜ୍ କରୁଛି ଓଟିଭି’

ଭୁବନେଶ୍ୱର: ‘ନିଉଜ୍ ନୁହେଁ, ଓଟିଭି ପେଡ୍ ନିଉଜ୍ କରୁଛି । ସରକାର ଓ ବିଜେଡ଼ି ବିରୋଧରେ ଭିତ୍ତିହୀନ, ଉଦ୍ଦେଶ୍ୟପ୍ରଣୋଦିତ ପ୍ରଚାର ଚଳାଇଛି । ବିଜେଡ଼ି ବିରୋଧରେ ରାଗ ସୁଝାଇବାକୁ ସାଜିଛି ବିଜେପିର ମାଉଥପିସ୍ । ବିଜେପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଏବେ...

Read more

ପାଣ୍ଡିଆନ୍ ଙ୍କ ଘର ଆକ୍ରମଣ ପରେ..

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ ଓ ଆଇଏଏସ୍ ପତ୍ନୀ ସୁଜାତା କାର୍ତ୍ତିକେୟନ୍ ଙ୍କ ସରକାରୀ ଘର ଉପରେ ବିଜେପି କର୍ମୀଙ୍କ ଆକ୍ରମଣର ପ୍ରତିବାଦ ବ୍ୟାପିବାରେ ଲାଗିଛି । ସଂକୀର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟରେ ସରକାରୀ ଅଫିସରଙ୍କ ପ୍ରତି ହିଂସା ଆଚରଣକୁ...

Read more

ଓଟିଭିକୁ ବିପିନ୍ ମିଶ୍ର ଝଟକା

ଭୁବନେଶ୍ୱର: ‘ଓଟିଭିରେ ମୋ ସ୍ୱାମୀଙ୍କ ବିରୋଧରେ ମିଛ ଖବର ପ୍ରସାରଣ କରାଯାଇଛି । ଏଥିରେ ମୋ ସ୍ୱାମୀ ଓ ପରିବାରର ସାମାଜିକ ପ୍ରତିଷ୍ଠା କ୍ଷୂର୍ଣ୍ଣ ହୋଇଛି । ବାଉଳାରେ ଏହି ଖବର ହୋଇଯାଇଛି ବୋଲି ଓଟିଭି ଆମକୁ ସଫେଇ ଦେଇଛି ।...

Read more

ମିଶନ୍ ପାଣ୍ଡିଆନ୍: ଧରାପଡ଼ିଲେ ବୈଜୟନ୍ତ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ ଙ୍କ ଘର ଉପରେ ବିଜେପି କର୍ମୀଙ୍କ ଆକ୍ରମଣ ଘଟଣା ପଛରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରୋତ୍ସାହନ ଅଛି । ଘଟଣା ପୂର୍ବରୁ ଓ ଘଟଣା ସମୟରେ ବୈଜୟନ୍ତଙ୍କ ଟିଭି ଚାନେଲର ଉପସ୍ଥିତି ଏବଂ ପରେ...

Read more
Page 774 of 870 1 773 774 775 870