Our Correspondent

ତାରା ଦତ୍ତଙ୍କୁ ମହିଳାଙ୍କ ଗାଳି, ପଛପଟେ ବାହାରିଲେ ରାଜ୍ୟପାଳ

ଭୁବନେଶ୍ୱର: ପୂର୍ବତନ ପ୍ରଶାସକ ତାରା ଦତ୍ତଙ୍କ ପାଇଁ ଆଜି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତାଙ୍କର ବହୁଚର୍ଚ୍ଚିତ ଆତ୍ମଜୀବନୀ “ହାଇଲ୍ୟାଣ୍ଡର୍ସ ପ୍ଲେନ୍ ସ୍ପିକ୍” ପୁସ୍ତକର ଉନ୍ମୋଚନ ବେଳେ ଶତାଧିକ ମହିଳା ସ୍ୱେଚ୍ଛାସେବୀ ତାଙ୍କର ଗିରଫ ଦାବି କରି ବିକ୍ଷୋଭ...

Read more

ଏନଆରସିକୁ ବିଜେଡ଼ି ସମର୍ଥନ କରୁନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ ଦେଉଥିବା ବିଜୁ ଜନତା ଦଳ ଜାତୀୟ ନାଗରିକ ପଞ୍ଜିକୃତ ଆଇନ ବା ଏନଆରସିକୁ ସମର୍ଥନ କରୁନାହିଁ । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ...

Read more

ନିର୍ଭୟା ରେପିଷ୍ଟ୍ ଙ୍କ ଫାଶୀ ରାସ୍ତା ସଫା

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷର ପ୍ରତୀକ୍ଷା ପରେ ମିଳିଛି ନ୍ୟାୟ । ବହୁ ଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମର ଅନ୍ୟତମ ଦୋଷୀ ଅକ୍ଷୟ ସିଂହର ପୁନଃ ବିଚାର ଆବେଦନକୁ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଆଜି ଖାରଜ କରିଦେଇଛନ୍ତି । ଏଥିସହ...

Read more

ନବୀନଙ୍କୁ ଟକ୍କର ଦେବାକୁ ନବଙ୍କ ଷ୍ଟଣ୍ଟ ସୋ!

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବାପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କ୍ୟାପିଟାଲ ହସ୍ପିଟାଲରେ ସମ୍ଭବତଃ ଷ୍ଟଣ୍ଟ ସୋ କରିଛନ୍ତି । ନବଙ୍କ ଏଭଳି ଘୋଷଣା ଷ୍ଟେଣ୍ଟ ଲଗାଇବା ବାହାନରେ ଷ୍ଟଣ୍ଟ ସୋ ବୋଲି ଚର୍ଚ୍ଚା ହେଉଛି । କ୍ୟାପିଟାଲ...

Read more

ଗରିବ ପିଲାଟିର ଜୀବନ ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଦୁର୍ଗମ ଲାଠିଗୁଡ଼ା ଗାଁର ୫ ବର୍ଷର କୁନିପୁଅ ବିଷ୍ଣୁର କଷ୍ଟ, ଦୁର୍ଦ୍ଦଶା ବୁଝିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଡରେ ଅହେତୁକ ଭାବେ ବଢ଼ୁଥିବା ଏକ ମାଂସ ପିଣ୍ଡୁଳାକୁ ଧରି ଏହି କୁନି ପିଲାଟି...

Read more

ହୀରାକୁଦ ନିଷିଦ୍ଧାଞ୍ଚଳରେ ହୀରୋଇନଙ୍କ ସାଙ୍ଗେ ମନ୍ତ୍ରୀଙ୍କ ଝିଅ

ସମ୍ବଲପୁର: ହୀରାକୁଦ ଡ୍ୟାମ୍ ନିଷିଧ ଅଞ୍ଚଳରେ ତିନି ଜଣ ହୀରୋଇନ୍ ଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଲିଙ୍କୁ ମଜାଖୁସି କରୁଥିବାର ଦେଖିବାକୁ ମିଳିଛି । ଡ୍ୟାମ୍ ଉପରୁ ହୀରାକୁଦ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସମସ୍ତେ ମନଭରି ଉପଭୋଗ କରିବା ସହ...

Read more

ପ୍ରମାଣିତ ହେଲେ ବିଜେପିର ରେପିଷ୍ଟ୍ ବିଧାୟକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ୫୩ ବର୍ଷୀୟ ଚାରିଥରିଆ ବିଧାୟକ କୁଲଦୀପ ସିଂ ସେଙ୍ଗାରଙ୍କୁ ଦିଲ୍ଲୀ କୋର୍ଟ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି । ଉନ୍ନାଓର ୧୭ ବର୍ଷୀୟା ନାବାଳିକାକୁ ସେ ଅପହରଣ କରି ରେପ୍ କରିଥିବା ପ୍ରମାଣିତ ହୋଇଛି । ଆସନ୍ତା...

Read more
Page 773 of 1023 1 … 772 773 774 … 1,023