Our Correspondent

ହିଂସା ବାଟ ଧରିଲେ ପ୍ରଦୀପ ମାଝୀ

ଭୁବନେଶ୍ୱର: ଡିଜେଲ୍, ପେଟ୍ରୋଲ୍ ରେଡ୍ଡି କରିଥାଅ । ଡିରେକ୍ସନ୍ ଯିବ ସବୁ ନିଆଁ ମାରିଦେବ । ପରେ ଦେଖାଯିବ ଯାହା ହେବ । କଂଗ୍ରେସର ଟାଣୁଆ ଯୁବନେତା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦଳୀୟ କର୍ମୀମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଉଥିବାର ଭିଡ଼ିଓ...

Read more

ଯୌବନରେ ସଫଳତାର ଜୁଆର

ଭୁବନେଶ୍ୱର: ୨୦୦୯ରେ ବିଜେପି ସହ ସମ୍ପର୍କ ତୁଟାଇଲା ପରେ ବିଜେଡ଼ିର ଭବିଷ୍ୟତ ନେଇ ଅନେକଙ୍କ ଆଶଙ୍କା ଥିଲା । ମାତ୍ର ତାହା ଭୁଲ୍ ପ୍ରମାଣିତ ହେଲା । ୨୦୧୨ ରେ ପ୍ୟାରୀମୋହନ ମହାପାତ୍ରଙ୍କ ତଥାକଥିତ ମିଡ଼ନାଇଟ୍ ଅପରେସନ୍ ପରବର୍ତ୍ତୀ ସମୟରେ ବିଜେଡ଼ିର...

Read more

ଚାକିରିଆଙ୍କ ପଦୋନ୍ନତି ବିଳମ୍ବରେ ମୁଖ୍ୟମନ୍ତ୍ରୀ ଖପ୍ପା; ଏଣିକି ପ୍ରତିବର୍ଷ ଡିସେମ୍ବର ୩୧ ଡେଡଲାଇନ୍

ଭୁୁବନେଶ୍ୱର: ସରକାରୀ ଚାକିରିଆଙ୍କ ପଦୋନ୍ନତି କ୍ଷେତ୍ରରେ ଅଯଥା ବିଳମ୍ବ, ହଇରାଣ ହରକତ ଓ ଟାଳଟୁଳ ନୀତି ଦେହସୁହା ହୋଇଯାଇଛି । ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀମାନଙ୍କ କ୍ଷେତ୍ରରେ ଏହା ବିଶେଷ ପରିଲକ୍ଷିତ ହେଉଛି । ତେବେ ଏହିଭଳି କାର୍ଯ୍ୟକୁ ନେଇ...

Read more

ରାଗିଛନ୍ତି ମନ୍ତ୍ରୀ! ଦଳୀୟ ପ୍ରସ୍ତୁତି ବୈଠକକୁ ଆସିଲେନି

ଭୁବନେଶ୍ୱର: ଭୁବନେଶ୍ୱର ବିଜେଡ଼ି ଜିଲ୍ଲା ସଂଗଠନ ପକ୍ଷରୁ ଦଳର ପ୍ରତିଷ୍ଠା ଦିବସ ପାଳନ ପାଇଁ ଆଜି ପ୍ରସ୍ତୁତି ବୈଠକ ବସିଥିଲା । ପୂର୍ବ ନିର୍ଦ୍ଧାରିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଭୁବନେଶ୍ୱରର ଦୁଇ ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ସମେତ ଜିଲ୍ଲାର ସମସ୍ତ କର୍ମକର୍ତ୍ତା...

Read more

ବିଜେପିକୁ ଝାଡ଼ଖଣ୍ଡ ଚଟକଣି

ନୂଆଦିଲ୍ଲୀ: କାଶ୍ମୀରରୁ ୩୭୦ ଉଚ୍ଛେଦ ହେଉ କି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଅଥବା ନାଗରିକ ସଂଶୋଧନ ଆଇନ ହେଉ । ନରେନ୍ଦ୍ର ମୋଦି-ଅମିତ୍ ଶାହାଙ୍କ ତଥାକଥିତ ଐତିହାସିକ ପଦକ୍ଷେପ ସାଧାରଣ ଜନତାଙ୍କ ଉପରେ ସମ୍ଭବତଃ କାଟୁ କରୁନି । ଝାଡ଼ଖଣ୍ଡରେ ବିଜେପିର...

Read more

ବିଜେପି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ୱର: ରାଜ୍ୟ ବିଜେପିର ୩୩ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି । ସେମାନେ ହେଲେ, ଅନୁଗୁଳ- ଦିଲେଶ୍ୱର ପ୍ରଧାନ, ଢ଼େଙ୍କାନାଳ- ନରେଶ ମହାପାତ୍ର, କଟକ ନଗର- ଲଲାତେନ୍ଦୁ ବଡୁ, କଟକ ସଦର- ପ୍ରକାଶ ଚନ୍ଦ୍ର ବେହେରା(ପୂର୍ବତନ ବିଧାୟକ), ଜଗତସିଂହପୁର- ସତ୍ୟବ୍ରତ...

Read more

ଡିସେମ୍ବର ୨୭ରୁ ଫେବୃଆରୀ ୨୬ ବିଜେଡ଼ିର ସାଂଗଠନିକ ନିର୍ବାଚନ

ଭୁବନେଶ୍ୱର: ୫ଟି ପର୍ଯ୍ୟାୟରେ ଦୁଇମାସ ଧରି ଅନୁଷ୍ଠିତ ହେବ ବିଜେଡ଼ିର ସାଂଗଠନିକ ନିର୍ବାଚନ । ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହୋଇ ଫେବୃଆରୀ ୨୬ରେ ସରିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ...

Read more
Page 772 of 1023 1 … 771 772 773 … 1,023